ଯୁକ୍ତ ଦୁଇ ପରୀକ୍ଷା ପଦ୍ଧତିରେ ହେବ ପରିବର୍ତ୍ତନ: ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ନିଷ୍ପତ୍ତି

ଭୁବନେଶ୍ୱର: ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ପଦ୍ଧତିରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ହୋଇଛି । ଛାତ୍ରଛାତ୍ରୀ ବର୍ତ୍ତମାନ ବର୍ଷକୁ ୨ଟି ଇଣ୍ଟରନାଲ୍‍ ପରୀକ୍ଷା ଦେବେ ବୋଲି ପରିଷଦ…

ଆଜି ହ୍ୟାଣ୍ଡଲୁମ୍‍ ଦିବସ: ଭାରତୀୟ ବସ୍ତ୍ର ଏବଂ ଶିଳ୍ପକୋଷର ଇ-ପୋର୍ଟାଲର ଶୁଭାରମ୍ଭ କରିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ପ୍ରଗତି ମୈଦାନର ଭାରତ ମଣ୍ଡପମଠାରେ ଜାତୀୟ ହସ୍ତତନ୍ତ ଦିବସ ଉତ୍ସବରେ ସାମିଲ ହେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ବସ୍ତ୍ର ଏବଂ ଶିଳ୍ପକୋଷର…

ଭୁବନେଶ୍ୱର, ଚିଲିକା, କୋଣାର୍କ ଓ ପୁରୀକୁ କରନ୍ତୁ ଯାତ୍ରା: IRCTC ଦେଉଛି ସୁଯୋଗ, ଦେବାକୁ ପଡିବ ମାତ୍ର ଏତିକି ଭଡ଼ା

ଭୁବନେଶ୍ୱର: ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଦେଶ ତଥା ବିଦେଶ ଭ୍ରମଣ ପାଇଁ ବିଭିନ୍ନ ଟୁର୍ ପ୍ୟାକେଜ୍ ଲଞ୍ଚ ଜାରି ରଖିଛି । ଏହି…

ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଉଛନ୍ତି କି? ଜାଣନ୍ତୁ କ’ଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ

ଆପଣ ଜାଣନ୍ତି ଯେ କ୍ଷୀର ପିଇବା ଶରୀର ପାଇଁ ଖୁବ୍ ଭଲ । ବିଶେଷ କରି କ୍ଷୀରରୁ ମିଳୁଥିବା ପ୍ରୋଟିନ୍ ଓ ଏମିନୋ ଏସିଡ୍ ରାତିରେ ଭଲ ନିଦ୍ରା କରାଏ ବୋଲି ଆମର ବିଶ୍ୱାସ ରହିଛି । ପ୍ରତ୍ୟେକ ଦିନ ୧ ଗ୍ଲାସ୍ କ୍ଷୀର ପିଇବା…

ମାଲକାନଗିରି-ଛତିଶଗଡ ସୀମାନ୍ତରୁ ଦୁଇ IED ବୋମା ଜବତ

ମାଲକାନଗିରି: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲାରେ ସର୍ଚ୍ଚ ଅପରେଶନ ବେଳେ ଯବାନମାନେ ରବିବାର ଦୁଇଟି ଆଇଇଡି ବୋମା ଜବତ କରିଛନ୍ତି। ବିଜାପୁର ଜିଲା ଗୋଲାକୋଣ୍ଡା ନିକଟ ପାହାଡ ଅଞ୍ଚଳରେ ମାଓବାଦୀ ଦମନ…

ଅଜବ କମ୍ପାନୀର ଗଜବ ନିଯୁକ୍ତି! କେବଳ ଗେମ୍ ଖେଳିବାକୁ ପଡିବ, ପ୍ରତି ସପ୍ତାହକୁ ମିଳିବ ୩.୫ ଲକ୍ଷ ଟଙ୍କା

ଆପଣ ନିଶ୍ଚୟ ଦୁନିଆରେ ଅନେକ ଅଜବ କାମ ଶୁଣିଥିବେ, କିନ୍ତୁ ଏହି କାମଟି ଜବରଦସ୍ତ । ଯଦି ଆପଣ ଗେମ୍ ଖେଳିବାକୁ ଭଲ ପାଆନ୍ତି, ତେବେ ଆପଣଙ୍କ ପାଇଁ ଏହା ସର୍ବୋତ୍ତମ ଚାକିରି ଏବଂ ଦରମା ପ୍ରତି ସପ୍ତାହରେ ୩.୫ ଲକ୍ଷ ଟଙ୍କା…

ଗୋଟିଏରୁ ଅଧିକ ବିବାହ ଉପରେ ଲାଗିବ ପ୍ରତିବନ୍ଧକ! ଚଳିତବର୍ଷ ଏହି ଆଇନ ଲାଗୁ କରିବାକୁ କହିଲେ ଏହି ମୁଖ୍ୟମନ୍ତ୍ରୀ

ଗୁଆହାଟି : ଆସାମରେ ବହୁବିବାହକୁ ସମାପ୍ତ କରିବା ପାଇଁ ଏକ ଆଇନ ପ୍ରଣୟନ କରିବାକୁ ବିଧାନସଭାର ବିଧାୟୀ ଦକ୍ଷତା ଜାଣିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏକ ବିଶେଷଜ୍ଞ କମିଟି ରବିବାର ଦିନ ଏହାର ରିପୋର୍ଟ…

ସଂକ୍ରମଣର ବର୍ଷକ ପରେ ମଧ୍ୟ ମସ୍ତିଷ୍କ କାର୍ଯ୍ୟ ଉପରେ ପ୍ରଭାବ ପକାଇପାରେ କୋଭିଡ୍: ଅଧ୍ୟୟନ

କୋଭିଡ୍ ବିଦାୟ ନେଇ ସାରିଛି ବୋଲି ଅନୁମାନ କରାଯାଇପାରେ । ଦୁନିଆ ସେହି ଭୟଙ୍କର ସମୟକୁ ଭୁଲିବାକୁ ଲଶଗିଛି, ଯେବେ ଲୋକମାନେ ଲକଡାଉନ ଦ୍ୱାରା ଅସୁବିଧା ଭୋଗୁଥିଲେ ଓ କୋଭିଡର ଚିକିତ୍ସା ପାଇଁ ଏଣେତେଣେ ବୁଲୁଥିଲେ ।…

ନକାରାତ୍ମକ ପ୍ରଭାବ ପକାଉଛି ଡିଜିଟାଲ୍‌ ଦୁନିଆ, ପିଲାଙ୍କୁ ବୁଦ୍ଧିଆ କରିବାକୁ ଶୁଣାନ୍ତୁ ଗପ

ଆଜିକାଲି ଅଧିକାଂଶ ପିଲା ମୋବାଇଲ୍‌, ଟାବଲେଟ୍‌, ଟିଭି, କମ୍ପ୍ୟୁଟର କିମ୍ବା ଲାପ୍‌ଟପ୍‌ରେ ଅଧିକ ସମୟ କଟାଉଛନ୍ତି। ଫଳରେ ପରିବାର ଭିତରେ ଥାଇ ସୁଦ୍ଧା ସେମାନେ ଏକାକୀ ନିଜ ଡିଜିଟାଲ୍‌ ଦୁନିଆରେ ସୀମିତ ରହୁଥିବା…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଘଡଘଡ଼ି ସହ ବର୍ଷା : ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟର ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ସାମାନ୍ୟ ରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । ସମ୍ବଲପୁର, ପିପିଲି ଓ ଗୁଣପୁରରେରେ ସର୍ବାଧିକ ୫ ସେଣ୍ଟିମିଟର ଲେଖାଏଁ ବର୍ଷା ରେକର୍ଡ କରାଯାଇଛି ।…