ଆଜି ରାତି ସୁଦ୍ଧା ଶେଷ ହେବ ଶ୍ରୀକ୍ଷେତ୍ର ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟ, ୧୭ରେ ପ୍ରକଳ୍ପର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ରାତି ସୁଦ୍ଧା ଶ୍ରୀକ୍ଷେତ୍ର ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଚୂଡ଼ାନ୍ତ ପ୍ରସ୍ତୁତି ଚାଲିଛି । ଇତି ମଧ୍ୟରେ ଆନ୍ତଃ ପ୍ରଦକ୍ଷିଣ ମାର୍ଗ କାର୍ଯ୍ୟ ଶେଷ ହୋଇଛି ବୋଲି ଓଡିଶା ସେତୁ ଓ…