ସଲମାନ ଖାନଙ୍କ ଫାର୍ମ ହାଉସରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ସନ୍ଦିଗ୍ଧ, ୨ ଗିରଫ
ମୁମ୍ବାଇ: ବଲିଉଡ ଷ୍ଟାର ସଲମାନ ଖାନଙ୍କ ସହ ବଡ ଖବର ସାମ୍ନାକୁ ଆସିଛି । ସନ୍ଦିଗ୍ଧମାନେ ପନଭେଲରେ ସଲମାନ ଖାନଙ୍କ ଫାର୍ମ ହାଉସରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।…