ଇସ୍ରାଏଲ ହମାସ ଯୁଦ୍ଧ; ଅସ୍ତ୍ରବିରତି ପରେ ପୁଣି ଆକ୍ରମଣ, ୧୦୦ରୁ ଉର୍ଦ୍ଧ୍ୱ ମୃତ

ଗାଜା: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଅସ୍ତ୍ରବିରତି ଶେଷ ହୋଇଯାଇଛି । ଅସ୍ତ୍ର ବିରତି ପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ ଆରମ୍ଭ କରିଦେଇଥିଲା । ଫଳରେ ଗାଜାରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା…

କପାଳରେ ତିଲକ ଲଗାଇବା ପଛର କାରଣ କ’ଣ ? ବାର ଅନୁସାରେ ତିଲକ ଲଗାନ୍ତୁ, ମିଳିଥାଏ ଶୁଭଫଳ

ହିନ୍ଦୁ ଧର୍ମରେ ପୂଜା ପାଠର ବିଶେଷ ବହତ୍ୱ ରହିଛି । ରୀତିନୀତି ବିନା ଦେବା ଦେବୀଙ୍କ ପୂଜାର୍ଚ୍ଚନା ଅସମ୍ପୂର୍ଣ୍ଣ ବୋଲି ଲୋକଙ୍କ ବିଶ୍ୱାସ । ପ୍ରାୟ ଦେଖାଯାଏ ପୂଜା ପାଠ, ମାଙ୍ଗଳିକ ବା କୌଣସି ଧାର୍ମିକ କାର୍ଯ୍ୟର୍,…

ଚକ୍ଷୁ ଓ ତ୍ୱଚା ଉପରେ କୁପ୍ରଭାବ ପକାଇଥାଏ ରୁମ୍ ହିଟର

ନୂଆଦିଲ୍ଲୀ: ଦେଶ ତଥା ରାଜ୍ୟରେ କିଛି ସପ୍ତାହ ହେବ ଶୀତର ପ୍ରକୋପ ଜାରି ରହିଛି । ଏମିତିରେ ଲୋକମାନେ ପ୍ରାୟ ଘର ଭିତରେ ରହିବାକୁ ପସନ୍ଦ କରୁଛନ୍ତି । କିଛି ଲୋକ ସ୍ୱେଟର ପିନ୍ଧି ରହୁଥିବା ବେଳେ ଆଉ କେତେଜଣ ରୁମ୍ ହିଟର…

ଗ୍ରେ ମାର୍କେଟ କ’ଣ ? ଏହା ଶେୟାର ବଜାର ଠାରୁ କିପରି ଭିନ୍ନ

ନୂଆଦିଲ୍ଲୀ: ଶେୟାର ବଜାର ବା ଷ୍ଟକ୍ ଏକ୍ସଚେଞ୍ଜ ହେଉଛି ଏକ ପ୍ଲାଟଫର୍ମ ଯେଉଁଠି କମ୍ପାନୀମାନଙ୍କ ଦ୍ୱାରା ଷ୍ଟକ୍ କିଣା ବିକା ହୋଇଥାଏ । ଶେୟାର ବଜାର, କ୍ରେତା ଏବଂ ବିକ୍ରେତାଙ୍କ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିଥାଏ ।…

ରାଜନୀତିରେ ଯୋଗ ଦେବେ ଧୋନୀ ! ବରିଷ୍ଠ ବିଜେପି ନେତାଙ୍କ ସହ ଫଟୋ ଭାଇରାଲ

ରାଞ୍ଚି: ଦେଶର ବିଭିନ୍ନ ସ୍ଥାନରେ ରାଜନୈତିକ ଉଷ୍ମତା ଦେଖାଦେଇଥିବା ବେଳେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଫଟୋକୁ ନେଇ ବିଭିନ୍ନ ସୋଶିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି । ନିକଟରେ…

ଯାତ୍ରା ସମୟରେ ବାନ୍ତି ହେବନି, ପାଖରେ ରଖନ୍ତୁ ଏହି ଜିନିଷ

ଅନେକ ଲୋକଙ୍କୁ ଟ୍ରାଭେଲିଙ୍ଗ୍ କରିବାର ଶୌକ ଥାଏ । କେତେବେଳେ ସାଙ୍ଗସାଥି, ବନ୍ଧୁବାନ୍ଧବ, ପରିବାର ତ ଆଉ ପୁଣି କେବେ ନିଜେ ଏକା ଟ୍ରାଭେଲ କରିଥାନ୍ତି । ଏହା ସେମାନଙ୍କୁ ସୁଖଦ ଅନୁଭୂତି ଦେଇଥାଏ । କିନ୍ତୁ ଅଧିକାଂଶ…

ଭିଟାମିନ୍ ‘ସି’ରେ ଭରପୁର ଅଁଳା, ଓଜନ ହ୍ରାସ ପାଇଁ ଲାଭକାରୀ

ଶୀତ ଦିନେ ଅନେକ ଭାଇରସ ଓ ବ୍ୟାକଟେରିଆ ସକ୍ରିୟ ହୋଇଯାନ୍ତି । ଫ୍ଲୁ, ଭାଇରାଲ ଇନଫେକ୍ସନ, ଥଣ୍ଡା ଓ କାଶର ଆଶଙ୍କା ବୃଦ୍ଧି ପାଇଥାଏ । ତେଣୁ ଏହି ସବୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ…

ଆଜି ବିଶ୍ୱ ଏଡ୍ସ୍ ଦିବସ: ଏଚ୍‌ଆଇଭିର ଲକ୍ଷଣ ଗୁଡ଼ିକ କ’ଣ, କେଉଁ ସବୁ ପରୀକ୍ଷା ଦ୍ୱାରା ଏହା ଚିହ୍ନଟ କରିହେବ

ପ୍ରତି ବର୍ଷ ଡ଼ିସେମ୍ବର ୧ରେ ବିଶ୍ୱ ଏଡ୍ସ୍ ଦିବସ ପାଳନ କରାଯାଏ । ଏକ୍ୱାୟର୍ଡ଼ ଇମ୍ୟୁନୋ ଡେଫିସିଏନ୍ସି ସିଣ୍ଡ୍ରୋମ(ଏଡ୍ସ୍‌) ବିଷୟରେ ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନ କରିବାର ମୂଳ ଉଦ୍ଦେଶ୍ୟ ।…

ଚୀନରେ ବ୍ୟାପୁଛି ରହସ୍ୟମୟୀ ଭାଇରସ୍‌, ଭ୍ୟାକ୍ସିନକୁ ନେଇ ଚିନ୍ତାରେ ଲୋକେ

ନୂଆଦିଲ୍ଲୀ: ପୁଣି ଡ଼ରାଇଲାଣି ଚୀନ । ଚୀନରେ ବ୍ୟାପୁଛି ରହସ୍ୟମୟୀ ଭାଇରସ । ଏହାକୁ ନେଇ ଚିନ୍ତାରେ ଭାରତ ସମେତ ଅନେକ ଦେଶ । ଲୋକମାନଙ୍କ ମନରୁ କୋଭିଡ଼ର ଭୟ ସମ୍ପୂର୍ଣ୍ଣ ଭାବରେ ଲିଭି ନଥିବା ବେଳେ ଚୀନରେ ଏଭଳି ଏକ…

ଖାଲି ପେଟରେ ରମ୍ ପିଇଲେ ହୋଇପାରେ ଏହି ସମସ୍ୟା: ଜାଣନ୍ତୁ କେମିତି ଓ କେତେ ମାତ୍ରାରେ ପିଇବେ ରମ୍

ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । କିନ୍ତ ଶୀତ ଦିନେ ଶରୀରକୁ ଗରମ ରଖିବା ପାଇଁ ରାମବାଣ ସାଜିଥାଏ ରମ୍‌(Rum) । ବିଶେଷ କରି ପାହାଡ଼ୀ ବା ବରଫ ଅଞ୍ଚଳରେ ଏହାର ପ୍ରଚଳନ ଅଧିକ । ରିପୋର୍ଟ ଅନୁଯାୟୀ ‘ରମ୍‌’ ଆଖୁ…