Featured କାର୍ତ୍ତିକ ଅମାବାସ୍ୟାରେ ଆପଣାନ୍ତୁ ଏହି ଉପାୟ, ରୋଗରୁ ମିଳିଯିବ ମୁକ୍ତି Sushreejyoti Routray Nov 12, 2023 କାର୍ତ୍ତିକ ମାସର ଅମାବାସ୍ୟାରେ ଦୀପାବଳି ପାଳନ କରାଯାଏ । ଏହି ଦିନ ଦେବୀ ଲକ୍ଷ୍ମୀଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଏ । ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ ରୀତିନୀତି ସହିତ ପୂଜା କରନ୍ତି ।…
Breaking News ମଙ୍ଗଳବାର ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ, ଏହି ଜିଲ୍ଲାଗୁଡିକରେ ବର୍ଷା ଓ ଘଡ଼ଘଡ଼ି ହେବାର ସମ୍ଭାବନା ! Sushreejyoti Routray Nov 12, 2023 ଭୁବନେଶ୍ୱର: ଆଗାମୀ ୨୪ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବ । ଆସନ୍ତା ୫ ଦିନ ଯାଏଁ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ତେବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ…
Breaking News ଟ୍ରେନ ଲଗାଇଲା ଏତେ ଜୋରରେ ବ୍ରେକ୍, ଝଟକାରେ ୨ ଯାତ୍ରୀଙ୍କ ମୃତ୍ୟୁ Sushreejyoti Routray Nov 12, 2023 ନୂଆଦିଲ୍ଲୀ: ଝାଡଖଣ୍ଡର କୋଡରମା ଜିଲ୍ଲାରେ ଶନିବାର ଦିନ ଓଭରହେଡ୍ ଇଲେକ୍ଟ୍ରିକ୍ ତାର ଛିଡିବା କାରଣରୁ ଦିଲ୍ଲୀ ଯାଉଥିବା ଏକ ଟ୍ରେନ୍ ଅଚାନକ୍ ଝଟକାରେ ଅଟକିଯାଇଥିଲା, ଯାହାଫଳରେ ଦୁର୍ଘଟଣାରେ ୨ ଯାତ୍ରୀଙ୍କର ମୃତ୍ୟୁ…
Featured ଆଜି ଆଲୋକର ପର୍ବ ଦୀପାବଳି: ଦୀପ ଜାଳିବା ସମୟରେ ଜପ କରନ୍ତୁ ଏହି ମନ୍ତ୍ର, ମିଳିବ ଚମତ୍କାରୀ ଫାଇଦା Sushreejyoti Routray Nov 12, 2023 ଭାରତୀୟ ସଂସ୍କୃତିରେ ଧାର୍ମିକ, ସାମାଜିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୀପ ଜାଳିବାର ଏକ ପରମ୍ପରା ଅଛି। ସାକ୍ଷୀ ଭାବରେ ଅଗ୍ନିଦେବଙ୍କ ଉପସ୍ଥିତିରେ କରାଯାଇଥିବା ଯେକୌଣସି ଶୁଭ କାର୍ଯ୍ୟ ସଫଳ ହୁଏ ବୋଲି ଦୀପ…
Breaking News ଡଲାର ତୁଳନାରେ ପୁଣି ଦୁର୍ବଳ ହେଲା ଟଙ୍କା Sushreejyoti Routray Nov 12, 2023 ମୁମ୍ବାଇ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ପୁଣି ଦୁର୍ବଳ ହୋଇପଡ଼ିଛି । ଏକ ଡଲାର କିଣିବା ଲାଗି ୮୩ ଟଙ୍କା ୩୪ ପଇସା ଗଣିବାକୁ ପଡ଼ିଛି । ଡଲାର ତୁଳନାରେ ଏହା ଟଙ୍କାର ସର୍ବକାଳୀନ ଦୁର୍ବଳ ସ୍ଥିତି । ଟଙ୍କା…
Breaking News ଓଡ଼ିଶାରେ ଦେବ ଦୀପାବଳି ଓ କାଳୀପୂଜା ପାଇଁ ମାର୍ଗଦର୍ଶିକା ଜାରି : ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପ୍ରସ୍ତୁତି Sushreejyoti Routray Nov 11, 2023 ଭୁବନେଶ୍ୱର: ଆସନ୍ତାକାଲି ଦେବ ଦୀପାବଳି ଓ କାଳୀପୂଜା । ଏହି ଅବସରରେ ଦେବପୀଠ ଗୁଡ଼ିକ ଚଳଚଞ୍ଚଳ ହୋଇପଡିଛି । ଉପାସନାସ୍ଥଳୀଗୁଡ଼ିକୁ ରଙ୍ଗିନ ଆଲୋକମାଳାରେ ସଜାଯାଇଛି । ଆଲୋକ ଓ ଆନନ୍ଦର ପର୍ବ ଦୀପାବଳୀକୁ ପରିବେଶ ଅନୁକୂଳ…
Featured କ’ଣ ଆପଣଙ୍କ ସ୍ପର୍ମ କାଉଣ୍ଟକୁ କମ୍ କରୁଛି ପକେଟରେ ଥିବା ମୋବାଇଲ ? ଷ୍ଟଡୀରେ ଆଶ୍ଚର୍ଯ୍ୟକର ଖୁଲାସା Sushreejyoti Routray Nov 11, 2023 ମୋବାଇଲ୍ ଫୋନର ଅତ୍ୟଧିକ ବ୍ୟବହାର ବିଷୟକୁ ନେଇ ଅନେକ ପ୍ରକାରର ଅଧ୍ୟୟନ ଏବଂ ଗବେଷଣା ବାହାରିଛି, ଯେଉଁଥିରେ କୁହାଯାଇଛି ଯେ ମୋବାଇଲ୍ ଫୋନ୍ କିପରି ଅନେକ ରୋଗ ସୃଷ୍ଟି କରିପାରେ । ଏହାରି ମଧ୍ୟରେ ମୋବାଇଲ୍ ଫୋନ୍…
Breaking News ୫୦୦ ବର୍ଷ ପରେ ଆଖି ଖୋଲିବାକୁ ଯାଉଛି ଏହି ଜ୍ୱାଳାମୁଖୀ: ବିସ୍ଫୋରଣ ହେବାର ରହିଛି ବିପଦ, ଯାଇପାରେ ଲକ୍ଷାଧିକ ଜୀବନ Sushreejyoti Routray Nov 11, 2023 ଇଟାଲୀର ସବୁଠାରୁ ସକ୍ରିୟ ଆଗ୍ନେୟଗିରି ହେଉଛି ମାଉଣ୍ଟ ଭେସୁଭିୟସ୍, ଯାହା ୭୯ ଖ୍ରୀଷ୍ଟାବ୍ଦରେ ପୋମ୍ପି ସହରକୁ ଧ୍ୱଂସ କରିଥିଲା । କିନ୍ତୁ ଏବେ ଏଥିରୁ ଅଧିକ ବିପଜ୍ଜନକ ଆଗ୍ନେୟଗିରି ବା ଜ୍ୱାଳାମୁଖୀ ସକ୍ରିୟ ହେବାକୁ…
Breaking News ସାବଧାନ୍ ! ଆଉ ୨ ଘଣ୍ଟା ଭିତରେ ବନ୍ଦ ହୋଇଯିବ ଆପଣଙ୍କ ସିମ୍, ଏପରି କଲ୍ ଆସିବା ମାତ୍ରେ କରନ୍ତୁ ଏହି କାମ Sushreejyoti Routray Nov 11, 2023 ନୂଆଦିଲ୍ଲୀ: ଟେଲିକମ୍ ବିଭାଗ ଶୁକ୍ରବାର ଦିନ ଏକ ଆଡଭାଇଜରୀ ଜାରି କରିଛି । ଅନେକ ଉପଭୋକ୍ତଙ୍କୁ ଡିଓଟି ନାମରେ ଏକ କଲ ଆସୁଥିଲା, ଯେଉଁଥିରେ ସେମାନଙ୍କୁ କୁହାଯାଇଥିଲା ଯେ ୨ ଘଣ୍ଟା ମଧ୍ୟରେ ସିମ୍ କାର୍ଡ ବନ୍ଦ ହୋଇଯିବ ।…
Breaking News କଳା କୋଟ୍ ପିନ୍ଧି ଅଦାଲତ ବାହାରେ ନିଜର ଶକ୍ତି ପ୍ରଦର୍ଶନ କରିପାରିବେନି ଓକିଲ: ହାଇକୋର୍ଟ Sushreejyoti Routray Nov 11, 2023 ନୂଆଦିଲ୍ଲୀ: ବର୍ତ୍ତମାନ ଓକିଲମାନେ ‘କଳା କୋଟ' ପିନ୍ଧି କୋର୍ଟ ପରିସର ବାହାରେ ନିଜର ଶକ୍ତି ପ୍ରଦର୍ଶନ କରିପାରିବେ ନାହିଁ । ଆହ୍ଲାବାଦ ହାଇକୋର୍ଟର ଲଖନଉ ବେଞ୍ଚ ଏ ସମ୍ପର୍କରେ କଡା ମନୋଭାବ ଗ୍ରହଣ କରିଛି । ଓକିଲମାନେ…