ଅବଦୁଲ କଲାମ କ୍ଷେପଣାସ୍ତ୍ର କେନ୍ଦ୍ରରୁ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ପ୍ରଳୟ’ର ବ୍ୟବହାରିକ ପରୀକ୍ଷଣ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର ଅଧିନସ୍ଥ ଧାମରାସ୍ଥିତ ଅବଦୁଲ କଲାମ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଆଜିସକାଳେ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ପ୍ରଳୟ’ର…

ପରଫେକ୍ଟ ଜୀବନସାଥୀ କିପରି ଚୟନ କରିବେ ? ଜାଣନ୍ତୁ ଏହି ଟିପ୍ସ

ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି ବିବାହ କରିବା । ତେବେ ଆମ ହିନ୍ଦୁ ସଂସ୍କୃତିରେ ବିବାହ କରିବା ପରେ ଜଣେ ବ୍ୟକ୍ତି ବିବାହ କରିଥିବା ବ୍ୟକ୍ତିଙ୍କ ପାଖେ ସାରା ଜୀବନ ଅତିବାହିତ କରିଥାଏ । ହେଲେ…

ମୋବାଇଲ ଚଳାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସରକାର ଦେବେ ଏକ ୟୁନିକ୍ ଆଇଡି ନମ୍ବର: ଜାଣନ୍ତୁ କାହିଁକି ଓ ଏହାର କ’ଣ ଫାଇଦା ?

ନୂଆଦିଲ୍ଲୀ: ଭାରତ ସରକାର ଖୁବ୍ ଶୀଘ୍ର ମୋବାଇଲ୍ ଗ୍ରାହକମାନଙ୍କୁ ଏକ ସ୍ୱତନ୍ତ୍ର ଆଇଡି ନମ୍ବର ପ୍ରଦାନ କରିବେ । ଏହି ଆଇଡି ନମ୍ବର ଏକ ପରିଚୟ କାର୍ଡ ପରି କାର୍ଯ୍ୟ କରିବ, ଯେଉଁଥିରେଆମର ପ୍ରାଥମିକ ଏବଂ ଆଡ୍-ଅନ୍ ଫୋନ୍…

ଆମେରିକାରେ ଦେବାଳିଆ ଘୋଷିତ ହେବା ପାଇଁ WeWork କଲା ଆବେଦନ, ଋଣ ଓ ବିପୁଳ କ୍ଷତି ସହ ସଂଘର୍ଷ କରୁଛି କମ୍ପାନୀ

ନୂଆଦିଲ୍ଲୀ: ଅଫିସ୍ ସେୟାରିଂ କମ୍ପାନୀ ୱିଇୱାର୍କ ସୋମବାର ନ୍ୟୁ ଜର୍ସି ଫେଡେରାଲ୍ କୋର୍ଟରେ ଦେବାଳିଆ ଘୋଷିତ ହେବା ପାଇଁ ଆବେଦନ କରିଛି । ସଫ୍ଟବ୍ୟାଙ୍କ ଦ୍ୱାରା ନିବେଶ କରୁଥିବା ସହକର୍ମୀ କମ୍ପାନୀ ୱିଇୱାର୍କ ପ୍ରବଳ…

ଶରୀରର ଏହି ଅଙ୍ଗ ଦେଇଥାଏ ମଧୁମେହର ସଙ୍କେତ: ଲକ୍ଷଣକୁ କରନ୍ତୁନି ଅଣଦେଖା, ନଚେତ୍ ଆପଣଙ୍କୁ ପଡ଼ିବ ମହଙ୍ଗା

ମଧୁମେହ ବା ଡାଇବେଟିସ୍ ଏକ ମହାମାରୀ ପରି ବ୍ୟାପୁଥିବା ପରି ମନେହେଉଛି । ମଧୁମେହର ସମସ୍ୟା ବୟସ୍କ ହୁଅନ୍ତୁ ବା ଯୁବକ, ଏପରିକି ପିଲାମାନଙ୍କଠାରେ ଦେଖାଯାଉଛି । ଆଜି ସାରା ବିଶ୍ୱରେ କୋଟି କୋଟି ଲୋକ ଏହି ରୋଗରେ ପୀଡିତ…

ଜାନୁଆରୀ ୧୫ ସୁଦ୍ଧା ହେବ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା, ଏପରି ଆବେଦନ କରନ୍ତୁ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଆସନ୍ତାବର୍ଷ ଜାନୁଆରୀ ମାସ ୧୫ ତାରିଖ ସୁଦ୍ଧା ହେବ ବୋଲି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ…

ବିଧାନସଭା ନିର୍ବାଚନ: ଛତିଶଗଡ-ମିଜୋରାମରେ ଭୋଟିଂ ଆରମ୍ଭ, ସୁକମାରେ IED ବିସ୍ଫୋରଣ

ନୂଆଦିଲ୍ଲୀ: ଛତିଶଗଡର ୨୦ ଟି ବିଧାନସଭା ଆସନ ଏବଂ ମିଜୋରାମର ସମସ୍ତ ୪୦ ଟି ବିଧାନସଭା ଆସନ ପାଇଁ ଆଜି ମତଦାନ ଆରମ୍ଭ ହୋଇଯାଇଛି । ନଭେମ୍ବର ୧୭ ରେ ଛତିଶଗଡର ଅବଶିଷ୍ଟ ୭୦ ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ । ମତଦାନକୁ…

ସକାଳୁ ସକାଳୁ ବଙ୍ଗୋପସାଗରରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୨

ନୂଆଦିଲ୍ଲୀ: ମଙ୍ଗଳବାର (୭ ଅକ୍ଟୋବର) ସକାଳୁ ସକାଳୁ ବଙ୍ଗୋପସାଗରରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପ କମ୍ପନ ସକାଳ ୫.୩୨ ରେ ଘଟିଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ବଙ୍ଗୋପସାଗରର…

ସୁନା ଉପରେ ଫୋନ୍ ପେ ପକ୍ଷରୁ ଆକର୍ଷଣୀୟ ଅଫର: ଜାଣନ୍ତୁ କିପରି ଉଠାଇବେ ଫାଇଦା ?

ନୂଆଦିଲ୍ଲୀ : ଧନତେରସ ଏବଂ ଦୀପାବଳୀର ପାର୍ବଣ ଋତୁ ପାଇଁ ଫୋନପେ ପକ୍ଷରୁ ୨୪କ୍ୟାରେଟ ସୁନା ଉପରେ ଆକର୍ଷଣୀୟ କ୍ୟାସବ୍ୟାକ ଅଫର ଘୋଷଣା କରାଯାଇଛି । ଗ୍ରାହକମାନେ ଫୋନପେ ରୁ ସର୍ବନିମ୍ନ ୧୦୦୦ଟଙ୍କା ମୂଲ୍ୟର ଡିଜିଟାଲ…

ରାଜ୍ୟରେ ଖସିବ ପାରଦ, ବଢିବ ଶୀତ: ଅଧିକାଂଶ ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରଭାବ ଅନୁଭୂତ ହେଲାଣି । ଦିନକ ପରେ ଶୀତର ପ୍ରକୋପ ଅଧିକ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ…