କଣ୍ଡୋମ ବିନା ଯୌନ ସମ୍ପର୍କ ରଖିବାର ଲଗାତାର ବଢୁଛି ଟ୍ରେଣ୍ଡ : WHO ରିପୋର୍ଟରେ ଦିଆଗଲା ଗମ୍ଭୀର ରୋଗର ଚେତାବନୀ

ଜେନେଭା: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ନୂଆ ରିପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ଯୁବତୀଯୁବକମାନଙ୍କ ମଧ୍ୟରେ କଣ୍ଡୋମ ଏବଂ ଗର୍ଭନିରୋଧକ ଔଷଧର ବ୍ୟବହାର ହ୍ରାସ ପାଉଛି, ଯାହା ଚିନ୍ତାର…

ପାର୍ବଣ ପୂର୍ବରୁ ଖୁସିଖବର : ଖସିଲା ସୁନା-ରୂପା ରେଟ୍, ଜାଣନ୍ତୁ କେଉଁ ସହରରେ କେତେ ରହିଛି  ରେଟ୍

ନୂଆଦିଲ୍ଲୀ : ଗ୍ରାହକଙ୍କ ପାଇଁ ବଡ଼ ଖବର। ସପ୍ତାହ ଶେଷ ବେଳକୁ ଖସିଲା ସୁନା ରେଟ୍ । ଗତକାଲି ସୁନା ଦର ବୃଦ୍ଧି ପାଇଥିବା ବେଳେ ଆଜି ସୁନା ରେଟ୍ ରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଗକୁ ଆସୁଛି ପାର୍ବଣ ଆଉ ତା…

ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂଚନା : କହିଲେ- ‘ଓଡ଼ିଶାରେ ଖୋଲିବ ଆଉ ୧୨ କେନ୍ଦ୍ରୀୟ ବିଦ୍ୟାଳୟ’

ଭୁବନେଶ୍ୱର: ଆଗାମୀ ଦିନରେ ବିଭିନ୍ନ ଜିଲାରେ ପ୍ରାୟ ୧୨ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ। ଓଡ଼ିଶା ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଜିଲାରେ…

୧ ସେପ୍ଟେମ୍ବରରୁ ବଦଳିଯିବ Google, ଆଧାର, UPI ଏବଂ ମୋବାଇଲର ଏହି ନିୟମ: ନଜାଣିଥିଲେ ହୋଇଯିବେ ହଇରାଣ

ନୂଆଦିଲ୍ଲୀ: ୧ ସେପ୍ଟେମ୍ବର ୨୦୨୪ ରୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ଗୁଗୁଲ, ଆଧାର, ୟୁପିଆଇ ଏବଂ ମୋବାଇଲ୍ ସେବା ଉପରେ ପ୍ରଭାବ ପକାଇବ । ଏହି ପରିବର୍ତ୍ତନଗୁଡିକର ଉଦ୍ଦେଶ୍ୟ…

ସ୍ପାଇସଜେଟକୁ ଝଟକା, ଅଧିକ ତଦାରଖରେ ରଖିବାକୁ ନିଷ୍ପତ୍ତି ନେଲା DGCA: ୧୫୦ କର୍ମଚାରୀଙ୍କୁ ଛୁଟିରେ ପଠାଇଲା ଏୟାରଲାଇନ୍ସ

ନୂଆଦିଲ୍ଲୀ: ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ଗୁରୁବାର ଦିନ ସଙ୍କଟଜନକ ସ୍ପାଇସଜେଟକୁ ଅଧିକ ତଦାରଖରେ ରଖିବାକୁ ନିଷ୍ପତ୍ତି ନେଇଛି । ଏହା ଅଧୀନରେ ବିମାନ ଚଳାଚଳ କାର୍ଯ୍ୟର ନିରାପତ୍ତାକୁ ନିଶ୍ଚିତ କରିବା ପାଇଁ…

ଏଣିକି ଫେସ୍ ଦେଖାଇ କରିପାରିବେ ପେମେଣ୍ଟ: ଆବଶ୍ୟକ ନାହିଁ କ୍ୟାସ୍, ମୋବାଇଲ –କାର୍ଡ, ଜାଣନ୍ତୁ କିପରି ବ୍ୟବହାର କରିବେ ସ୍ମାଇଲ୍ ପେ ?

ନୂଆଦିଲ୍ଲୀ: ଫେଡେରାଲ୍ ବ୍ୟାଙ୍କ ଆଣିଛି ସ୍ମାଇଲ୍ ପେ, ଏହା ଏକ ନୂଆ ପେମେଣ୍ଟ ସିଷ୍ଟମ, ଯାହା ଗ୍ରାହକଙ୍କ ଫେସ ବ୍ୟବହାର କରି କାରବାର କରିବାକୁ ସକ୍ଷମ କରିଥାଏ । ଏହା କାର୍ଡ କିମ୍ବା ମୋବାଇଲ୍ ଫୋନ୍ ପରି ଶାରୀରିକ ଦେୟ…

ବର୍ଷକୁ କେବଳ ଥରେ ଏହି ଟ୍ରେନରେ କରିପାରିବେ ଯାତ୍ରା, ଭଡ଼ା ମାତ୍ର ୨୫ ଟଙ୍କା : ବୁଲିପାରିବେ ପୁରା ଭାରତ

ନୂଆଦିଲ୍ଲୀ: ଅଧିକାଂଶ ଲୋକ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରନ୍ତି । ଯଦି ଆପଣ ମଧ୍ୟ ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆଜି ଆମେ ଆପଣଙ୍କୁ ଏକ ଟ୍ରେନ୍ ବିଷୟରେ କହିବାକୁ…

ପ୍ରବଳ ବର୍ଷା ପାଇଁ ରେଡ୍‌ ୱାର୍ଣ୍ଣିଂ ! ଏହି ଜିଲ୍ଲାରେ ସ୍କୁଲ୍‌-ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ କରିବାକୁ ନିଷ୍ପତ୍ତି

କୋରାପୁଟ: ଆଜି କୋରାପୁଟ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର । ଅତି ପ୍ରବଳ ବର୍ଷା ପାଇଁ କୋରାପୁଟକୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଆଜି…

ଯୌନ ଉତ୍ପୀଡ଼ନ ମାମଲାରେ ଆଗରେ ଭାରତ, ଜାଣନ୍ତୁ ଏହାପରେ ରହିଛି କେଉଁ ଦେଶ ?

ନୂଆଦିଲ୍ଲୀ: କୋଲକାତାର ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ସହ ହୋଇଥିବା ବଳାତ୍କାର-ହତ୍ୟାକୁ ନେଇ ସାରା ଦେଶରେ ଅସନ୍ତୋଷ ଦେଖାଦେଇଛି। ଏହା ବ୍ୟତୀତ ଦେଶର ବିଭିନ୍ନ ସ୍ଥାନରେ ବଳାତ୍କାରର ଅନେକ ଘଟଣା ସାମ୍ନାକୁ ଆସୁଛି,…

Delhi DTC ବସରେ ଅଚାନକ ଲାଗିଲା ନିଆଁ: ବାଇକ୍‌ ଆରୋହୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବିପଦ, ଦେଖନ୍ତୁ Video

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଏକ ବାଇକ୍ ଆରୋହୀଙ୍କ ଉପସ୍ଥିତ ବୁଦ୍ଧି ଏକ ବଡ଼ ଦୁର୍ଘଟଣାକୁ ଟାଳିଦେଇଛି। ଗୁରୁବାର ଦିନ ଜଗତ୍ପୁରୀ ରେଡ ଲାଇଟରେ ଏକ ଏସି ବସରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। କିଛି ସମୟ ମଧ୍ୟରେ…