ଲୋକଙ୍କୁ ମହଙ୍ଗା ମାଡ଼, ଖୁବଶୀଘ୍ର ବଢ଼ିଯିବ ଖାଇବା ତେଲ ଦର ! ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ଲୋକଙ୍କୁ ମହଙ୍ଗା ମାଡ଼ । ଆଗାମୀ ଦିନରେ ଦେଶର ଖାଇବା ତେଲ ମହଙ୍ଗା ହେବ। ପାମୋଲିନ୍‌, ଅଲିଭ୍‌, ସୂର୍ଯ୍ୟମୁଖୀ ଓ ସୋରିଷ ଆଦି ତେଲର ଆମଦାନୀ ଉପରେ କେନ୍ଦ୍ର ସରକାର ଶୁଳ୍କ ବୃଦ୍ଧି କରିପାରନ୍ତି। ଭାରତରେ…

ପାସପୋର୍ଟ ତିଆରି କରିବାକୁ ଚାହୁଁଥିଲେ କରନ୍ତୁ ଅପେକ୍ଷା, ଆଜିଠାରୁ ବନ୍ଦ ହୋଇଯିବ ପୋର୍ଟାଲ, ଜାଣନ୍ତୁ କେବେ ଆରମ୍ଭ ହେବ ସେବା

ନୂଆଦିଲ୍ଲୀ : ଆଗାମୀ ୫ ଦିନ ପାଇଁ ଅନଲାଇନ୍ ପାସପୋର୍ଟ ପୋର୍ଟାଲରେ କୌଣସି କାମ ହେବ ନାହିଁ । ପାସପୋର୍ଟ ବିଭାଗ ପକ୍ଷରୁ ଏକ ପରାମର୍ଶଦାତା ଜାରି କରି ଏହି ସୂଚନା ଦିଆଯାଇଛି। ବିଭାଗ କହିଛି ଯେ ବୈଷୟିକ ରକ୍ଷଣାବେକ୍ଷଣ…

ଗଣେଶଙ୍କ ପୂଜାରେ ବ୍ୟବହାର କରାଯାଏନି ତୁଳସୀ , ଜାଣନ୍ତୁ ଏହା ପଛର ପୌରାଣିକ କଥା

ଭାଦ୍ରବ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିକୁ ଗଣେଶ ଚତୁର୍ଥୀ ରୂପେ ପାଳନ କରାଯାଇଥାଏ । ଚଳିତ ବର୍ଷ ସେପ୍ଚେମ୍ବର ୭ ତାରିଖ ଦିନ ଦେଶର ପ୍ରତ୍ୟକ ସ୍ଥାନରେ ପାଳନା କରାଯିବ ଗଣେଶ ପୂଜା । ଗଣପତିଙ୍କର ପୂଜା ୧୦ଦିନ…

ଆଫଗାନିସ୍ତାନରେ ୫.୭ ତୀବ୍ରତାର ଭୂକମ୍ପ, ଦିଲ୍ଲୀ-ଏନସିଆରରେ ମଧ୍ୟ କମ୍ପନ ଅନୁଭୂତ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଗୁରୁବାର ଦିନ ୫.୭ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି । ଏହାର ଝଟକା ଭାରତରେ ମଧ୍ୟ ଅନୁଭୂତ ହୋଇଛି । ଦିଲ୍ଲୀ-ଏନସିଆର ଏବଂ ରାଜସ୍ଥାନର କିଛି ଅଞ୍ଚଳରେ ଭୂକମ୍ପ ଲୋକଙ୍କୁ ଭୟଭୀତ…

ପୁଣି ବଢିଲା ସୁନା ଦର, ଜାଣନ୍ତୁ ୧୦ ଗ୍ରାମ ପିଛା କେତେ ଅଛି ରେଟ୍

ଭୁବନେଶ୍ୱର : ଆଜି କଟକ ଓ ଭୁବନେଶ୍ୱରରେ ବଢିଛି ସୁନା । ଗତକାଲି ଅପେକ୍ଷା ସୁନାର ଦାମ୍ ବୃଦ୍ଧି ପାଇଛି । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୩,୨୬୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌…

ନାସାର ଏହି ମିଶନ ଯୋଗୁଁ ଏବେ ହେବ ପଥର ବର୍ଷା: ମଣିଷ ପାଇଁ ହେବ କି ବଡ଼ ବିପଦ ?

ନୂଆଦିଲ୍ଲୀ: ନାସା ମିଶନ ହେତୁ ଲକ୍ଷ ଲକ୍ଷ ଗ୍ରହ ପୃଥିବୀ ସହ ଧକ୍କା ହୋଇପାରନ୍ତି । ଏହା ପ୍ରଥମ ମନୁଷ୍ୟକୃତ ଉଲକା ବର୍ଷା ହେବାକୁ ଯାଉଛି । ବୈଜ୍ଞାନିକଙ୍କ ଅନୁଯାୟୀ, ଏକ ଅଧ୍ୟୟନରୁ ଜଣାପଡିଛି ଯେ ୨ ବର୍ଷ ପୂର୍ବେ ନାସା…

ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ବମ୍ପର ନିଯୁକ୍ତି! ସ୍ନାତକମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ: ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଏକ ନିଯୁକ୍ତି ବିଜ୍ଞପ୍ତି ଜାରି କରାଯାଇଛି । ଯାହା ଅନୁଯାୟୀ ବ୍ୟାଙ୍କରେ ଆପ୍ରେଣ୍ଟିସର ବମ୍ପର ପୋଷ୍ଟରେ ନିଯୁକ୍ତି କରାଯିବ । ଏହି ଅଭିଯାନ ପାଇଁ ଆବେଦନ…

+୩ ନାମଲେଖା ପାଇଁ ବଢ଼ିଲା ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ସମୟସୀମା

ଭୁବନେଶ୍ୱର : ରାଜ୍ୟରେ ଯୁକ୍ତ ୩ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ସମୟସୀମା ବୃଦ୍ଧି କରାଯାଇଛି । ପୂର୍ବରୁ ଆବେଦନର ଶେଷ ତାରିଖ ଚଳିତ ମାସ ୨୬ ତାରିଖ ଥିବା ବେଳେ ଏହାକୁ ଆସନ୍ତା ସେପ୍ଟେମ୍ବର ମାସ ୨ ତାରିଖ…

ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ: ଆଜିପାଇଁ ଏହିସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଲଘୁଚାପ ପରେ ଲଘୁଚାପ । ଆଜି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।…

ଅତ୍ୟଧିକ ଗରମ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ: ବଢିପାରେ ଦାନ୍ତ ଓ ଗ୍ୟାସ୍ ସମସ୍ୟା

ପ୍ରାୟତଃ ଲୋକମାେନ ଗରମ ଖାଦ୍ୟ ଖାଇବା ଏବଂ ପିଇବା ପାଇଁ ପସନ୍ଦ କରିଥାନ୍ତି । କିନ୍ତୁ ଯେଉଁମାନେ ଗରମ ଖାଦ୍ୟ ଖାଇବାକୁ ଏବଂ ଗରମ ଚା ପିଇବାକୁ ଭଲ ପାଆନ୍ତି, ଏଥିପ୍ରତି ସାବଧାନ ହୋଇଯିବା ଉଚିତ । ତେବେ ଅତ୍ୟଧିକ ଗରମ…