ଅଖରୋଟକୁ ପ୍ରତିଦିନ ଖାଇଲେ ନିୟନ୍ତ୍ରଣରେ ରହିବ କୋଲେଷ୍ଟ୍ରଲ

ନିୟମିତ ଅଖରୋଟ ଖାଇଲେ ଏହା ଆମ ଶରୀରରେ ଅନେକ ଉପକାର କରିଥାଏ । ଅଖରୋଟରେ ଏଭଳି ତତ୍ତ୍ୱ ରହିଛି, ଯାହା କୋଲେଷ୍ଟ୍ରଲକୁ ଅନେକାଂଶରେ ନିୟନ୍ତ୍ରଣରେ ରଖିଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି। ଅଖରୋଟରେ ରହିଛି ଓମେଗା-୩…

ଅଯୋଧ୍ୟାର ରାମ ଜନ୍ମଭୂମି ନିକଟରେ ବିସ୍ଫୋରଣ: ଅଞ୍ଚଳରେ ହଇଚଇ, ଉଡିଲା ଶ୍ରମିକଙ୍କ ହାତ

ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ନିକଟରେ ବିସ୍ଫୋରଣ । ରାମ ଜନ୍ମଭୂମି ପୋଲିସ ଷ୍ଟେସନର ଶୃଙ୍ଗାର ହାଟରେ ନିର୍ମାଣାଧୀନ ଏକ ଦୋକାନରେ ଏହି ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ହେତୁ ସେଠାରେ କାର୍ଯ୍ୟ…

ଘର ତିଆରି କରିବା ଆହୁରି ହେଲା ଶସ୍ତା: କମିଲା ଲୁହା ରଡର ଦାମ୍, ଜାଣନ୍ତୁ ନୂଆ ରେଟ୍

ନୂଆଦିଲ୍ଲୀ: ଯଦି ଆପଣ ଘର ନିର୍ମାଣ କରିବାକୁ ଚିନ୍ତା କରୁଛନ୍ତି, ତେବେ ଏହି ସମୟ ଆପଣଙ୍କ ପାଇଁ ବହୁତ ଭଲ ବୋଲି କୁହାଯାଇପାରେ । ବର୍ତ୍ତମାନ ଲୁହା ସହିତ ସିମେଣ୍ଟ ଏବଂ ବାଲିର ମୂଲ୍ୟ ମଧ୍ୟ ହ୍ରାସ ପାଉଛି । ଏହି…

ଗାଧୋଇବାର ରହିଛି ଉପଯୁକ୍ତ ସମୟ: ଏହି ସମୟରେ ସ୍ନାନ କରିବା ଦ୍ଵାରା ଭୋଗିପାରନ୍ତି କ୍ଷତି

ସକାଳୁ ଉଠିବା ପରେ ନ ଗାଧୋଇଲେ ନିଦ ଓ ଆଳସ୍ୟ ଲାଗି ରହିଥାଏ, କିନ୍ତୁ ଗାଧୋଇବା ପରେ ଶରୀର ବହୁତ ଆକ୍ଟିଭ ହୋଇଯାଏ । ଅନ୍ୟପକ୍ଷରେ, ସନ୍ଧ୍ୟାରେ ଗାଧୋଇବା ଦ୍ୱାରା ଶରୀରର ସମସ୍ତ ଥକ୍କାପଣ ଦୂର ହୋଇଥାଏ ଓ ଭଲ ନିଦ ମଧ୍ୟ…

ଆସିଷ୍ଟାଣ୍ଟ ମ୍ୟାନେଜର ସହିତ ଏହି ପଦଗୁଡ଼ିକରେ ବାହାରିଲା ନିଯୁକ୍ତି: ଏପରି ଭାବରେ କରନ୍ତୁ ଆବେଦନ

ନୂଆଦିଲ୍ଲୀ: MSTC ଲିମିଟେଡ୍ ଏକ ନିଯୁକ୍ତି ବିଜ୍ଞପ୍ତି ଜାରି କରି ଅନେକ ପୋଷ୍ଟରେ ଭର୍ତ୍ତି କରିବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍…

୨୦୦୦ ଟଙ୍କିଆ ନୋଟ୍ ଜମା କରିବାକୁ ବ୍ୟାଙ୍କ ଯାଉଛନ୍ତି କି ? ତେବେ ଜାଣନ୍ତୁ SBI, HDFC, ICICI ଓ PNB ବ୍ୟାଙ୍କର ନିୟମ

ନୂଆଦିଲ୍ଲୀ: ଆରବିଆଇ ଦ୍ୱାରା ୨୦୦୦ ଟଙ୍କିଆ ନୋଟ୍ ବନ୍ଦ ହେବା ପରେ ଏହାକୁ ୨୩ ମଇରୁ ପ୍ରତ୍ୟାହାର ଆରମ୍ଭ ହୋଇଥିଲା । ଲୋକମାନେ ଏ ସମ୍ପର୍କରେ ବ୍ୟାଙ୍କକୁ ଆସିବା ଆରମ୍ଭ କରିଛନ୍ତି । ମେ ୨୩ ରୁ ସେପ୍ଟେମ୍ବର ୩୦ ମଧ୍ୟରେ…

ଐତିହ୍ୟ ‘ସେଙ୍ଗୋଲ’ ସ୍ଥାପନ ପରେ ଲୋକାର୍ପଣ ହେଲା ନୂଆ ସଂସଦ ଭବନ

ନୂଆଦିଲ୍ଲୀ : ନୂଆ ସଂସଦ ଭବନରେ ସ୍ଥାପିତ ହେଲା ଐତିହାସିକ ରାଜଦଣ୍ଡ 'ସେଙ୍ଗୋଲ' । ଐତିହ୍ୟ ‘ସେଙ୍ଗୋଲ’ ସ୍ଥାପନ ପରେ ଲୋକାର୍ପଣ ହେଲା ନୂଆ ସଂସଦ ଭବନ ।ଏହାକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।…

କେଉଁ ବ୍ଲଡ୍ ଗ୍ରୁପର ଲୋକମାନେ ହୋଇଥାନ୍ତି ତୀକ୍ଷ୍ଣ ? ରିସର୍ଚ୍ଚରୁ ଖୁଲାସା

ସମସ୍ତେ ଜାଣନ୍ତି କି, ଆମ ଶରୀର ୪ ଟି ବ୍ଲଡ ଗ୍ରୁପରେ ବିଭକ୍ତ କରାଯାଇଛି, ଏ, ବି, ଏବି ଏବଂ ଓ । ଏହି ବ୍ଲଡ ଗ୍ରୁପଗୁଡ଼ିକୁ ମଧ୍ୟ ପଜିଟିଭ୍ ଓ ନେଗେଟିଭରେ ବିଭକ୍ତ କରାଯାଇଛି । ପ୍ରାୟତଃ ଆପଣମାନେ ଲୋକଙ୍କୁ ଏପରି…

ଆଜି ଲୋକାର୍ପଣ ହେବ ନୂଆ ସଂସଦ ଭବନ, ସକାଳ ୭.୩୦ରେ ପୂଜା: ସମାରୋହରେ ସାମିଲ ହେବେ ୨୫ଟି ପାର୍ଟି, ୨୧ ଦଳକୁ ବହିଷ୍କାର

ନୂଆଦିଲ୍ଲୀ: ଦେଶକୁ ଆଜି ଏକ ନୂଆ ସଂସଦ ଭବନ ମିଳିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟାହ୍ନ ୧୨ ଟାରେ ନୂଆ ସଂସଦ ଗୃହର ଉଦଘାଟନ କରିବେ । ବୈଦିକ ବିଧି ବିଧାନ ସହିତ ଏହାର ଆରମ୍ଭ ହେବ । ବିଭିନ୍ନ ଧର୍ମର…

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଢାଞ୍ଚା ପରିବର୍ତ୍ତନ: ଛାତ୍ରଛାତ୍ରୀ ଓ ପୁସ୍ତକ ବିକ୍ରେତା ହଟହଟା

କଣାସ : ଦୀର୍ଘ ୩ବର୍ଷ ହେଲା ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ସମେଟିଭ୍-୧ ଓ ସମେଟିଭ୍୨ ପଦ୍ଧତି ଅନୁସାରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷକ ଓ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଅନୁଷ୍ଠିତ ହୋଇଆସୁଥିଲା…