ବଡ଼ ସୂଚନା : ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀ ପାକ୍‌ ସେନାର ପୂର୍ବତନ କମାଣ୍ଡୋ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ତଦନ୍ତ ଜାରି ରହିଛି। ପହଲଗାମ ଆକ୍ରମଣ ପରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଉତ୍ତେଜନା ଦେଖାଯାଇଛି । ତେବେ ଏକ ନୂତନ ସୂଚନା ସାମ୍ନାକୁ ଆସିଛି…

Credit Card UPI Link: କ୍ରେଡ଼ିଟ୍‌ କାର୍ଡ଼କୁ UPI ସହ କରନ୍ତୁ ଲିଙ୍କ: ଅସୁବିଧା ସମୟରେ ଦେବ ଜବରଦସ୍ତ ଫାଇଦା

ନୂଆଦିଲ୍ଲୀ : ଭାରତରେ ଡିଜିଟାଲ ପେମେଣ୍ଟର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଉଛି ଏବଂ ଏହି କ୍ଷେତ୍ରରେ ଏକ ନୂଆ ଅଗ୍ରଗତି ହେଉଛି କ୍ରେଡ଼ିଟ୍‌ କାର୍ଡ଼କୁ ୟୁନିଫାଇଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (UPI) ସହ ଲିଙ୍କ୍‌…

ଆଇପିଏସ୍‌ ପଣ୍ଡିତ ରାଜେଶଙ୍କ ନିଲମ୍ବନ ଅବଧି ପୁଣି ବୃଦ୍ଧି: ଗୃହ ମନ୍ତ୍ରଣାଳୟ ନେଲା ନିଷ୍ପତ୍ତି

ଭୁବନେଶ୍ୱର : ଓଡ଼ିଶାର ବିବାଦୀୟ ଆଇପିଏସ୍‌ ଅଧିକାରୀ ପଣ୍ଡିତ ରାଜେଶ ଉତ୍ତମରାଓଙ୍କ ନିଲମ୍ବନ ଅବଧିକୁ ଗୃହ ମନ୍ତ୍ରଣାଳୟ ଆଉ ଏକ ମାସ ଅର୍ଥାତ୍‌ ୩୦ ଦିନ ପାଇଁ ବୃଦ୍ଧି କରିଛି। ଏହା ତାଙ୍କ ନିଲମ୍ବନର ଚତୁର୍ଥ ବୃଦ୍ଧି…

୨ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା: ଆଜି ପାଇଁ ଏହିସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଅସହ୍ୟ ଖରାରେ ଛଟପଟ ହେଉଥିବା ରାଜ୍ୟବାସୀଙ୍କୁ କାଳବୈଶାଖୀ ପ୍ରଭାବରେ ଆଶ୍ବସ୍ତି ମିଳିଛି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୫ରୁ ୧୨ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇ ତାତି କମିଛି । ସେହିପରି…

ହ୍ୱାଟ୍ସଆପ୍‌ ଆକାଉଣ୍ଟ ବ୍ଲକ୍‌ ହୋଇଗଲେ କ’ଣ କରିବେ? ପୁଣି କିପରି କରିବେ Recover

ହ୍ୱାଟ୍ସଆପ୍‌ ଆଜିକାଲି ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ହୋଇଛି। କିନ୍ତୁ କେତେବେଳେ ନିୟମ ଉଲ୍ଲଙ୍ଘନ, ସ୍ପାମ୍‌ ବା ଅନ୍ୟ କାରଣରୁ ହ୍ୱାଟ୍ସଆପ୍‌ ଆକାଉଣ୍ଟ ବ୍ଲକ୍‌ ହୋଇଯାଇପାରେ। ଯଦି ଆପଣଙ୍କ ଆକାଉଣ୍ଟ…

କିଡ଼ନୀରେ ଷ୍ଟୋନ ହେବାର ବଡ଼ କାରଣ ହୋଇପାରେ ଖରାପ ପାଣି: ଜାଣନ୍ତୁ ଅନ୍ୟ କାରଣ କ’ଣ?

କିଡ଼ନୀରେ ଷ୍ଟୋନ (Kidney Stone) ଆଜିକାଲି ଏକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ହୋଇଛି, ଯାହା ଅସହ୍ୟ ଯନ୍ତ୍ରଣା ଓ ଜଟିଳତା ସୃଷ୍ଟି କରିପାରେ। ବିଶେଷଜ୍ଞଙ୍କ ମତରେ, ଖରାପ ମାନର ପାଣି ଏହାର ଅନ୍ୟତମ ବଡ଼ କାରଣ ହୋଇପାରେ।…

ଅନ୍ୟ ଏକ ଦେଶରେ ଆତଙ୍କବାଦୀ ଆକ୍ରମଣ: ଦୁଇଟି ବୋମା ବିସ୍ଫୋରଣରେ ଅତି କମରେ ୨୬ ଜଣଙ୍କର ମୃତ୍ୟୁ

ନାଇଜୀରିଆର ପୂର୍ବୋତ୍ତର ବୋର୍ନୋ ରାଜ୍ୟରେ ସୋମବାର ଦିନ ଏକ ଭୟାବହ ଆତଙ୍କବାଦୀ ଆକ୍ରମଣ ଘଟିଛି। ଦୁଇଟି ବାହନରେ ହୋଇଥିବା ବୋମା ବିସ୍ଫୋରଣ ଯୋଗୁଁ ଅତି କମରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ଘଟଣା…

ମହିଳାଙ୍କ ଗର୍ଭାଶୟରେ ଗଣ୍ଠି: ଏହା କ୍ୟାନ୍ସର ହୋଇପାରେ କି? ବିଶେଷଜ୍ଞଙ୍କଠାରୁ ଜାଣନ୍ତୁ

ମହିଳାଙ୍କ ମଧ୍ୟରେ ଗର୍ଭାଶୟରେ ଗଣ୍ଠି (ୟୁଟେରାଇନ୍‌ ଫାଇବ୍ରଏଡ୍‌) ଏକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ହୋଇପଡ଼ିଛି। ଏହା ପୂର୍ବେ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସରେ ଅଧିକ ଦେଖାଯାଉଥିଲା, କିନ୍ତୁ ବର୍ତ୍ତମାନ ବଦଳୁଥିବା…

ଅଧିକ ଚର୍ବି ଓ ଚିନି ଯୁକ୍ତ ଖାଦ୍ୟ ଦୁର୍ବଳ କରିପାରେ ସ୍ମୃତିଶକ୍ତି: ନୂଆ ଗବେଷଣାରୁ ଖୁଲାସା

ଅଧିକ ଚର୍ବି ଓ ଚିନି ଯୁକ୍ତ ଖାଦ୍ୟ ଆମର ସ୍ମୃତିଶକ୍ତିକୁ ଦୁର୍ବଳ କରିପାରେ ବୋଲି ଏକ ନୂଆ ଗବେଷଣାରେ ଜଣାପଡ଼ିଛି। ଏହି ଅଧ୍ୟୟନରେ କୁହାଯାଇଛି ଯେ, ନିୟମିତ ଭାବେ ଫାଷ୍ଟଫୁଡ୍, ପ୍ରୋସେସ୍ଡ ଖାଦ୍ୟ ଏବଂ ମିଠା ଜାତୀୟ…

ପହଲଗାମ ଆକ୍ରମଣ ପରେ ଆକ୍ସନ : ଭାରତ ନ ଛାଡ଼ିଲେ ପାକିସ୍ତାନୀ ନାଗରିକଙ୍କୁ ୩ ବର୍ଷ ଜେଲ କିମ୍ବା ୩ ଲକ୍ଷ ଟଙ୍କା ଜୋରିମାନା କିମ୍ବା ମିଳିବ ଉଭୟ…

ନୂଆଦିଲ୍ଲୀ : ଜମ୍ମୁ ଓ କାଶ୍ମୀରର ପହଲଗାମରେ ୨୨ ଏପ୍ରିଲ ୨୦୨୫ରେ ହୋଇଥିବା ଆତଙ୍କବାଦୀ ହମଲା ପରେ ଭାରତ ସରକାର ପାକିସ୍ତାନୀ ନାଗରିକଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ହମଲାରେ…