ଏହି କାରଣ ଯୋଗୁଁ ହୋଇଥାଏ ପେଟ କ୍ୟାନ୍ସର, ଅଣଦେଖା କଲେ ଚାଲିଯିବ ଜୀବନ !
ଆଜିକାଲି ଲୋକମାନେ ନିଜର ଖରାପ ଜୀବନଶୈଳୀ ଯୋଗୁଁ ଅନେକ ରୋଗର ଶିକାର ହେଉଛନ୍ତି । ତେବେ ସବୁଠାରୁ ମାରାତ୍ମକ ରୋଗ ଭିତରୁ ଗୋଟେ ହେଉଛି କର୍କଟ ବା କ୍ୟାନ୍ସର ରୋଗ। ସାରା ବିଶ୍ୱରେ ଏହି କ୍ୟାନ୍ସର ଦ୍ରୁତ ଗତିରେ ବଢିବାରେ…