RBI: ସରକାର ଆଗାମୀ ୧୦୦ ଦିନରେ ବାଣ୍ଟିବେ ୩୫୦୦ କୋଟି, ଅର୍ଥମନ୍ତ୍ରୀ କହିଲେ କାହାକୁ ମିଳିବ ଟଙ୍କା ?

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଓ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ବ୍ୟାଙ୍କକୁ ନେଇ ସମୟ ସମୟରେ ଅନେକ ବଡ଼ ପଦକ୍ଷେପ ନିଆଯାଉଛି । ଏହି ସମୟରେ ବ୍ୟାଙ୍କଗୁଡିକରେ କୋଟି କୋଟି ଟଙ୍କା ପଡିଛି, ଯାହାକୁ କେହି ନେଉନାହାଁନ୍ତି।…

ଏହିଲୋକମାନେ ବାଦାମ ଖାଉଥିଲେ ସାବଧାନ ! ହୋଇପାରେ ବଡ଼ ଅସୁବିଧା

ଲୋକେ ଟାଇମପାସ ପାଇଁ ବାଦାମ ଖାଇବାକୁ ବେଶ ଭଲ ପାଇଥାନ୍ତି । ବାଦାମରେ ଥିବା ପ୍ରୋଟିନ, କାର୍ବୋହାଇଡ୍ରେଟ,ଫ୍ୟାଟ୍ ଏବଂ ଫାଇବର ଶରୀରକୁ ପ୍ରଚୁର ପରିମାଣରେ ଶକ୍ତି ଯୋଗାଇଥାଏ । ଏଥି ସହିତ ବାଦାମ ସେବନ କରିବା ଦ୍ୱାରା ଆମ…

ଝାରସୁଗୁଡ଼ା ଉପନିର୍ବାଚନ: ୧୫ ରାଉଣ୍ଡ ସୁଦ୍ଧା ବିଜେଡ଼ି ଆଗୁଆ

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନର ଭୋଟ ଗଣତି ଆଜି ସକାଳୁ ଆରମ୍ଭ ହୋଇଛି । ୧୩ ରାଉଣ୍ଡ ସୁଦ୍ଧା ବିଜେଡ଼ି ଆଗୁଆ ରହିଛି । ବିଜେଡ଼ିର ଦୀପାଳି ଦାସଙ୍କୁ ୮୯୩୨୧ ଭୋଟ ମିଳିଥିବା ବେଳେ ସେ ଏହି ରେସରେ ଆଗୁଆ ଅଛନ୍ତି ।…

(Video) କର୍ଣ୍ଣାଟକରେ କଂଗ୍ରେସ ଆଗୁଆ: ମନ୍ଦିରରେ ପହଞ୍ଚିଲେ ପ୍ରିୟଙ୍କା ଗାନ୍ଧୀ, ବିଜୟ ପାଇଁ ଚାଲିଛି ପ୍ରାର୍ଥନା

ଶିମଲା: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ଆଗୁଆ ରହିଛି । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​ପ୍ରାରମ୍ଭିକ ଧାରା କଂଗ୍ରେସ ସପକ୍ଷରେ ଯାଉଥିବା ଜଣାପଡିଛି । ଏହି ବିଧାନସଭା ନିର୍ବାଚନରେ ​​କଂଗ୍ରେସ ୧୦୫…

ସରକାରୀ କମ୍ପାନୀରେ ଚାକିରି କରିବାକୁ ଚାହୁଁଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ, ଦେଖନ୍ତୁ ଡିଟେଲ୍ସ

ସରକାରୀ କମ୍ପାନୀରେ ଚାକିରି କରିବାକୁ ଚାହୁଁଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ, ଦେଖନ୍ତୁ ଡିଟେଲ୍ସନୂଆଦିଲ୍ଲୀ: ଯଦି ଆପଣ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଏହି ଖବର ଆପଣଙ୍କ…

କର୍ଣ୍ଣାଟକରେ ବିଜେପି-କଂଗ୍ରେସ ମଧ୍ୟରେ ଘୋର ଲଢ଼େଇ, JDS ହୋଇପାରେ କିଙ୍ଗମେକର

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣନା ଚାଲିଛି । ସେଠାରେ ସରକାର ବଞ୍ଚାଇବା ବିଜେପି ପାଇଁ ଏକ ଚ୍ୟାଲେଞ୍ଚ ହୋଇପଡିଛି । ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣନା କରାଯାଉଛି । ଏଥି ସହିତ ଏକଜିଟ୍ ସର୍ଭେ…

ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ ୨୨ ତାରିଖରୁ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ଉଚ୍ଚନ୍ୟାୟାଳୟ ବା ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମକାଳୀନ ଅବକାଶ ଚଳିତମାସ ୨୨ ତାରିଖରୁ ଆରମ୍ଭ ହେବ । ୨୦ ଓ ୨୧ ତାରିଖ ଦୁଇଦିନ ଛୁଟି ଥିବାରୁ ଅଦାଲତ କାର୍ଯ୍ୟ ବନ୍ଦ ରହିବ । ଆସନ୍ତା ଜୁନ୍‍ ୨୦…

ଚାଣକ୍ୟ ନୀତି : ଏପରି ମିତ୍ର, ଯିଏ ମନୁଷ୍ୟ ମରିବା ଯାଏଁ ତା’ ସାଥିରେ ଥାଆନ୍ତି

ସବୁ ପରିସ୍ଥିତିରେ ଜଣେ ଭଲ ବନ୍ଧୁ ହିଁ ସାଥିରେ ରହିଥାଏ । ମିତ୍ର ଯଦି ଭଲ ହେବେ କଠିନରୁ କଠିନ ପରିସ୍ଥିତିରେ ମଧ୍ୟ ଆଟି ସହଜରେ ଚାଲିଯାଏ । ଭଲ ମିତ୍ର ମିଳିବା ଅତ୍ୟନ୍ତ କଷ୍ଟ ଯିଏ ସୁଖ କିମ୍ବା ଦୁଃଖ ସମୟରେ ବିନା…

ଓଡ଼ିଶା ପାୱାର ଟ୍ରାନ୍ସମିସନ କର୍ପୋରେସନରେ ମିଳିବ ସରକାରୀ ଚାକିରି: ଏପରି କରନ୍ତୁ ଆବେଦନ

ଭୁବନେଶ୍ୱର: ଯଦି ଆପଣ ଓପିଟିସିଏଲରେ କାମ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ଆସିଛି । ଏଠାରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ବାହାରିଛି । ଏଥିପାଇଁ ଆବେଦନ ପ୍ରକ୍ରିୟା ଚାଲିଛି । ଓଡିଶା ପାୱାର…

ଝାରସୁଗୁଡ଼ା ଉପ ନିର୍ବାଚନ: ଆଜି ନିର୍ଣ୍ଣୟ ହେବ ପ୍ରାର୍ଥୀଙ୍କ ଭାଗ୍ୟ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପ ନିର୍ବାଚନ ନିମନ୍ତେ ଗତ ୧୦ ତାରିଖରେ ଭୋଟ ଗ୍ରହଣ କରାଯାଇଥିଲା । ୧୩ ତାରିଖ ସକାଳେ ଭୋଟ ଗଣତି ଆରମ୍ଭ ସହ ପ୍ରକାଶ ପାଇବ ଫଳାଫଳ । ନିର୍ଣ୍ଣୟ ହେବ ପ୍ରାର୍ଥୀଙ୍କ ଭାଗ୍ୟ । ଏନେଇ ରାଜ୍ୟ ମୁଖ୍ୟ…