ବାୟୁସେନାର ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ଯୋଧପୁରରେ ଜରୁରୀକାଳୀନ ଲ୍ୟାଣ୍ଡିଂ
ନୂଆଦିଲ୍ଲୀ: ବାୟୁସେନା ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ପରେ ହେଲିକପ୍ଟରକୁ ଯୋଧପୁରର ଦେଚୁସ୍ଥିତ ପିଲୱା ଗ୍ରାମରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି ।
ସୂଚନାନୁସାରେ, ହେଲିକପ୍ଟରଟି ଯୋଧପୁରର ଫଲୋଦି…