ଆଦାନୀଙ୍କ NDTVକୁ ବଡ଼ ଝଟକା: ୫୦%କୁ ଖସିଆସିଛି ଲାଭ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ନିୟନ୍ତ୍ରିତ ମିଡିଆ କମ୍ପାନୀ ନୂଆଦିଲ୍ଲୀ ଟେଲିଭିଜନ ଲିମିଟେଡ୍ (NDTV) ର କନସୋଲିଡେଟେଡ ନେଟ୍ ଲାଭ ଚଳିତ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ୪୯.୭୬ ପ୍ରତିଶତ ହ୍ରାସ ପାଇ…

ପୂଜା ସାମଗ୍ରୀକୁ ଠିକ୍‌ ସ୍ଥାନରେ ନରଖିଲେ ପଡିଥାଏ ନକାରାତ୍ମକ ପ୍ରଭାବ: ଜାଣନ୍ତୁ କ’ଣ କହୁଛି ବାସ୍ତୁଶାସ୍ତ୍ର ?

ଆମ ହିନ୍ଦୁ ଧର୍ମରେ ପୂଜାର ଅନେକ ମହତ୍ୱ ରହିଛି। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ପୂଜା ସାମଗ୍ରୀକୁ ଯଦି ଠିକ୍‌ ସ୍ଥାନରେ ନ ରଖାଯାଏ; ତାହାର ନକାରାତ୍ମକ ପ୍ରଭାବ ପରିବାର ଉପରେ ପଡିଥାଏ । ତେବେ ଆସନ୍ତୁ ଜାଣିବା…

CAPFରେ ୮୩୦୦୦ ପଦବୀ ଖାଲି: ୩୩୦ ଦିନରେ ମିଳିବ ୬୪ ହଜାର ଚାକିରି

ନୂଆଦିଲ୍ଲୀ: ସେଣ୍ଟ୍ରାଲ ପୋଲିସ ଫୋର୍ସ (ସିଏପିଏଫ୍) ଏବଂ ଆସାମ ରାଇଫଲ୍ସରେ ୮୩୦୦୦ ରୁ ଅଧିକ ପଦବୀ ଖାଲି ଅଛି । ଏନେଇ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ସୂଚନା ଦେଇଛନ୍ତି । ଏକ ପ୍ରଶ୍ନର ଉତ୍ତରରେ ସେ…

ଏବେ ବିଦେଶରେ ମଧ୍ୟ କରିପାରିବେ PhonePeରୁ ଟ୍ରାଞ୍ଜାକ୍ସନ୍: କମ୍ପାନୀ ଆରମ୍ଭ କଲା ଏହି ବଡ଼ ସୁବିଧା

ନୂଆଦିଲ୍ଲୀ: ଭାରତର ସବୁଠାରୁ ବଡ଼ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ PhonePe ନିଜ ୟୁଜର୍ସମାନଙ୍କ ପାଇଁ ନୂଆ ଫିଚର୍ସ ଲଞ୍ଚ କରିଛି । PhonePe ସହ ଜଡ଼ିତ ନୂଆ ଫିଚର୍ସ ସାହାଯ୍ୟରେ ୟୁଜର୍ସମାନେ ଭାରତ ବ୍ୟତୀତ ଅନ୍ୟ ଦେଶରେ…

ପରିସ୍ରାର ରଙ୍ଗ ବଦଳିବା ହୋଇପାରେ HIVର ଲକ୍ଷଣ: ପୁରୁଷମାନେ କରନ୍ତୁ ନାହିଁ ଅଣଦେଖା

ଏଚ୍.ଆଇ.ଭି ଅର୍ଥାତ୍ ହ୍ୟୁମାନ୍ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍ ଚିକିତ୍ସା କରାନଗଲେ ଏହା ଶରୀରରେ ସଂକ୍ରମଣ ବଢ଼ାଇି ଏଡସକୁ ଜନ୍ମ ଦେଇଥାଏ । ବର୍ତ୍ତମାନ ଏଡସର ଚିକିତ୍ସା ସମ୍ଭବ ନୁହେଁ, କିନ୍ତୁ ଏଚ୍.ଆଇ.ଭି ଚିହ୍ନଟ ହେବା…

ବର୍ଷର ପ୍ରଥମ ସୂର୍ଯ୍ୟପରାଗ କେବେ ? ଜାଣନ୍ତୁ ସୂତକ କାଳ, ମେଷ ସମେତ ୫ ରାଶିର ଲୋକଙ୍କ ସ୍ୱାସ୍ଥ୍ୟ ଓ କ୍ୟାରିଅର ଉପରେ ପଡିବ ପ୍ରଭାବ

୨୦୨୩ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୨୦ ଏପ୍ରିଲ ଗୁରୁବାର ଦିନ ଲାଗିବାକୁୁ ଯାଉଛି । ଏହି ସୂର୍ଯ୍ୟ ପରାଗ ୦୫ ଘଣ୍ଟା ୨୪ ମିନିଟ୍ ପର୍ଯ୍ୟନ୍ତ ରହିବ ଏବଂ ଏହା ଖଗ୍ରାସ ସୂର୍ଯ୍ୟ ଗ୍ରହଣ ହେବ । ଯେତେବେଳେ ସୂର୍ଯ୍ୟ ମେଷ…

ପ୍ରତିଟି କଥାରେ ପିଲାଙ୍କୁ ମାଡ଼ ମାରୁଛନ୍ତି କି ? ଏହା ଦ୍ୱାରା ପିଲାମାନଙ୍କ ଉପରେ ପଡିଥାଏ ଗଭୀର ପ୍ରଭାବ

ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ନିଜର ବ୍ୟସ୍ତବହୁଳ କର୍ମମୟ ଜୀବନ ଭିତର ନିଜର ପରିବାର ସହିତ କିଛି ସମୟ ବିତାଇବାକୁ ମଧ୍ୟ ସମୟ ପାଉ ନାହାନ୍ତି। ଏଭଳି ପରିସ୍ଥିତିରେ ଲୋକେ ନିଜର ପିଲା ମାନଙ୍କ ସହିତ ମଧ୍ୟ ଆବଶ୍ୟକ ସମୟ…

ଏହି ୩ଟି ଅଙ୍ଗରେ ଯନ୍ତ୍ରଣା ହେଉଛି ଖରାପ କୋଲେଷ୍ଟ୍ରଲର ଲକ୍ଷଣ: ଆଗରୁ ହୁଅ ସାବଧାନ

ହାଇ କୋଲେଷ୍ଟ୍ରଲ ସର୍ବଦା ଆମ ସ୍ୱାସ୍ଥ୍ୟର ଶତ୍ରୁ ଭାବରେ ବିବେଚନା କରାଯାଏ କାରଣ ଏହା ଅନେକ ରୋଗର ମୂଳ। ଏହା ଉଚ୍ଚ ରକ୍ତଚାପ, ମଧୁମେହ, ହୃଦଘାତ, କରୋନାରୀ ଧମନୀ ରୋଗ ଏବଂ ଟ୍ରିପଲ୍ ଭେସଲ ରୋଗର ବିପଦ ସୃଷ୍ଟି କରିଥାଏ,…

ନବ ଦାସଙ୍କୁ କିପରି ଗୁଳି କରିଥିଲା ଗୋପାଳ ? ଘଟଣାସ୍ଥଳରେ ଚାଲିଛି ସିନ୍ ରିକ୍ରିଏସନ୍

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ମାମଲାରେ ଚାଲିଛି ସିନ୍ ରିକ୍ରିଏସନ୍ । ଏଥିପାଇଁ ଘଟଣାସ୍ଥଳରେ ଅଭିଯୁକ୍ତ ଗୋପାଳ ଦାସକୁ ଧରି ପହଞ୍ଚିଛି କ୍ରାଇମବ୍ରାଞ୍ଚ । ଗୋପାଳକୁ ଧରି କ୍ରାଇମ ସିନ୍…

ସଂଖ୍ୟାଲଘୁମାନଙ୍କ ପାଇଁ ଭାରତ ସର୍ବୋତ୍ତମ: ପାକିସ୍ତାନ ମୁହଁରେ ଚାପୁଡ଼ା ମାରିଛି ଏହି ରିପୋର୍ଟ

ନୂଆଦିଲ୍ଲୀ: ଭାରତରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଅତ୍ୟାଚାର କରାଯାଉଛି ବୋଲି ପାକିସ୍ତାନ ଲଗାତାର ଦାବି କରି ଆସୁଛି । କାଶ୍ମୀର ସମ୍ବନ୍ଧରେ ଭିତ୍ତିହୀନ ଦାବି ମଧ୍ୟ କରୁଛି । ଅନେକ ଇସଲାମିକ ଦେଶର ସମର୍ଥନ ଦାବି…