ଏକାସାଙ୍ଗରେ ପଡୁଛି OPSC ଓ UPSC ପରୀକ୍ଷା: ତ୍ରୁଟିପୂର୍ଣ୍ଣ ପରୀକ୍ଷାସୂଚୀକୁ ନେଇ ଚିନ୍ତାରେ ପରୀକ୍ଷାର୍ଥୀ
କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି)ର ବିଚିତ୍ର ପରୀକ୍ଷା ସୂଚୀ ଏବେ ନିଯୁକ୍ତି ଆଶାୟୀଙ୍କ ଭବିଷ୍ୟତ ନଷ୍ଟ କରିବାକୁ ଯାଉଛି। ଏହାକୁ ନେଇ ଆଶାୟୀମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ଓପିଏସ୍ସି କର୍ତ୍ତୃପକ୍ଷ…