ଘନ କୁହୁଡ଼ି ପାଇଁ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ: ଏହି ସବୁ ସ୍ଥାନରେ ହେବ ହାଲୁକା ବର୍ଷା

ଭୁବନେଶ୍ୱର: ରାଜ୍ୟର କେତେକ ସ୍ଥାନରେ ଆଜି ସକାଳେ ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ଅନ୍ୟ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇଛି । କଟକ, ପାରାଦୀପ, ଖୋର୍ଦ୍ଧା, ଚାନ୍ଦବାଲି,…

ଏଣିକି ଆଇସୋଲେସନରେ ରହିବେ କେତେ ଦିନ ? WHO ଜାରି କଲା କରୋନାର ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ଚୀନ୍ ଜାପାନ ଓ ଆମେରିକା ସହିତ ବିଶ୍ୱର ଅନେକ ଦେଶରେ କରୋନାର ନୂଆ ତରଙ୍ଗ ଯୋଗୁଁ ହାହାକାର ସୃଷ୍ଟି ହୋଇଛି । ଏହି ଦେଶଗୁଡ଼ିକରେ ବଢ଼ୁଥିବା ମାମଲା ଯୋଗୁଁ ଭାରତ ମଧ୍ୟ ଚିନ୍ତାରେ ପଡ଼ିଯାଇଛି । ଆମେରିକାର ରୋଗ…

୧% ଧନୀଙ୍କର ଅଛି ଦେଶର ୪୦% ସମ୍ପତ୍ତି : Oxfam ରିପୋର୍ଟରେ ବଡ଼ ଖୁଲାସା

ନୂଆଦିଲ୍ଲୀ: ଦେଶରେ ଅସମାନତା ବ୍ୟବଧାନ କେତେ ବୃଦ୍ଧି ପାଇଛି? ଅକ୍ସଫାମ ଇଣ୍ଟରନ୍ୟାସନାଲର ଏକ ରିପୋର୍ଟ ଏହି ପ୍ରସଙ୍ଗରେ ଏକ ବଡ଼ ଖୁଲାସା କରିଛି। ଅକ୍ସଫାମ ଦ୍ଵାରା ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ଏକ…

ଚଳିତ ବର୍ଷ କେତେ ବଢ଼ିବ ଆପଣଙ୍କ ଦରମା ? ଏହି ରିପୋର୍ଟରେ ହେଲା ଖୁଲାସା

ନୂଆଦିଲ୍ଲୀ: ଦେଶ ଓ ଦୁନିଆରେ ନୂଆ ବର୍ଷ ୨୦୨୩ ଆରମ୍ଭ ହୋଇଛି ଓ ବର୍ଷର ୨ ସପ୍ତାହ ମଧ୍ୟ ବିତି ସାରିଛି । ଭାରତୀୟ ଲୋକଙ୍କ ପାଇଁ ଚଳିତ ବର୍ଷ କିଛି ଖାସ୍ ହେବାକୁ ଯାଉଛି । ଏକ ସର୍ଭେ ରିପୋର୍ଟ ଅନୁସାରେ, ଏବର୍ଷ…

୧୯ ପରେ ପୁଣି କରୋନା ଟିକାକରଣ: ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗର ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆସନ୍ତା ୧୯ ତାରିଖରୁ ପୁଣି ଉପଲବ୍ଧ ହେବ ଟିକା । କୋଭିଡ ଭ୍ୟାକ୍ସିନେସନ କାର୍ଯ୍ୟକ୍ରମରେ କୋଭିସିଲ୍ଡ ଟିକା ଉପଲବ୍ଧ ହେବ । ଯେଉଁମାନଙ୍କର ୨ୟ ଓ ପ୍ରିକସନ ଡୋଜ ସମୟ ହୋଇଛି,…

ଅନେକ ଦିନ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଆଖି ବନ୍ଦ ନକଲେ କ’ଣ ହେବ ? ଜାଣନ୍ତୁ ବୈଜ୍ଞାନିକଙ୍କ ଉତ୍ତର

ମଣିଷକୁ ଭଗବାନ୍ ବହୁତ ଫୁରସତରେ ସୃଷ୍ଟି କରିଛନ୍ତି । ଜୀବିତ ରହିବାକୁ ପ୍ରତ୍ୟେକ ଅଙ୍ଗ କିମ୍ବା ଅଂଶକୁ ଏକ ଭିନ୍ନ ଦାୟିତ୍ୱ ଦିଆଯାଇଛି । ପ୍ରତ୍ୟେକ ଅଂଶର ନିଜସ୍ୱ ଅଲଗା କାର୍ଯ୍ୟ ଅଛି, ଯେପରି ଆମେ ନିଶ୍ୱାସ…

ଗଙ୍ଗାସାଗର ନିକଟ ସମୁଦ୍ରରେ ଫସିଲେ ୬୦୦ ତୀର୍ଥଯାତ୍ରୀ: ଚାଲିଛି ଉଦ୍ଧାର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଗଙ୍ଗାସାଗରରେ ରବିବାର ରାତିରୁ ୬୦୦ ତୀର୍ଥଯାତ୍ରୀଙ୍କ ଜୀବନ ବିପଦ ମୁହଁରେ ପଡିଛି । ଅଧିକାରୀମାନେ କହିଛନ୍ତି ଯେ, ଗତ ରାତିରୁ ସମୁଦ୍ରରେ ଫସି ରହିଥିବା ପ୍ରାୟ ୬୦୦ ତୀର୍ଥଯାତ୍ରୀଙ୍କୁ…

ଆର୍ମିରେ SSC ପାଇଁ ଆବେଦନ ଆରମ୍ଭ: ୯୩ଟି ପଦବୀ ଖାଲି, ଅବିବାହିତ ପୁରୁଷ ଓ ମହିଳାମାନେ ହେବେ ଭର୍ତ୍ତି

ନୂଆଦିଲ୍ଲୀ: ସର୍ଟ ସର୍ଭିସ କମିଶନ (SSC) କୋର୍ସ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କଠାରୁ ଆବେଦନକୁ ଗ୍ରହଣ କରିଛି ଭାରତୀୟ ସେନା । ଯୋଗ୍ୟ ଅବିବାହିତ ପୁରୁଷ ଏବଂ ଅବିବାହିତା ମହିଳା ପ୍ରାର୍ଥୀମାନେ ଏଥିରେ ଆବେଦନ…

ଆମାଜନର ଭୟଙ୍କର ଅଫର: ଶସ୍ତା ହେଲା OnePlusର 5G ଫୋନ୍, ଜାଣନ୍ତୁ କେତେ ?

ନୂଆଦିଲ୍ଲୀ: ଆମାଜନ ଗ୍ରେଟ୍ ଇଣ୍ଡିଆନ୍ ରିପବ୍ଲିକ୍ ଡେ’ ସେଲର ଆଜି ହେଉଛି ଦ୍ୱିତୀୟ ଦିନ । ସେଲରେ ବ୍ରାଣ୍ଡେଡ୍ ସ୍ମାର୍ଟଫୋନଗୁଡ଼ିକୁ ଖୁବ କମ୍ ମୂଲ୍ୟରେ କିଣିବାକୁ ସୁଯୋଗ ଦିଆଯାଉଛି । ସବୁଠାରୁ ଅଧିକ କେଉଁ ଫୋନ…

ଏହି ୪ଟି ଜିନିଷ ଥିବା ଲୋକ ହୋଇଥାନ୍ତି ଧନଵାନ: ଚାଣକ୍ୟ

କର୍ମ ହେଉଛି ଭଗବାନ, ଏହା କେବଳ ଏକ କଥା ନୁହେଁ ବରଂ ଏକ ସତ୍ୟ । ମଣିଷ ତାଙ୍କ ଚରିତ୍ର ଦ୍ୱାରା ନୁହେଁ ବରଂ ନିଜ କର୍ମ ଦ୍ୱାରା ମହାନ ହୋଇଯାଏ। ମଣିଷର କାର୍ଯ୍ୟ ତାଙ୍କ ଅବସ୍ଥା ଓ ଦିଗ ନିର୍ଣ୍ଣୟ କରେ। ଭଲ ଏବଂ ମନ୍ଦ…