(Video) ବାଇକରେ ବସିବାକୁ ମନା କରିବାରୁ ପ୍ରେମିକାକୁ ହେଲମେଟରେ ପିଟିଲା ଯୁବକ, ଭାଇରାଲ ହେଉଛି ସିସିଟିଭ ଫୁଟେଜ୍

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରର ଲୋକମାନେ ଅଞ୍ଜଳିଙ୍କ ମୃତ୍ୟୁର ଭୟାବହତା ଭିତରୁ ବାହାରକୁ ଆସିନଥିବା ବେଲେ ଗୁରୁଗ୍ରାମରୁ ଆଉ ଏକ ସମ୍ବେଦନଶୀଳ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଏଥିରେ ଜଣେ ପୁରୁଷ ହେଲମେଟରେ ଜଣେ…

ପୋଲିସକୁ ବଡ଼ ସଫଳତା: କାବୁ ହେଲା ମୋଷ୍ଟ ୱାଣ୍ଟେଡ ଇରାନୀ ଗ୍ୟାଙ୍ଗ

ଭୁବନେଶ୍ୱର: କମିଶନରେଟ ପୋଲିସ ସ୍ପେଶାଲ ସ୍କ୍ୱାଡକୁ ମିଳିଛି ବଡ଼ ସଫଳତା । ପୋଲିସ ହାତରେ ଲାଗିଛି ଇରାନୀ ଗ୍ୟାଙ୍ଗ । ଏହି ଚୋରଙ୍କୁ ଧରିବା ପାଇଁ ପୋଲିସ ପାଖରେ ଏକ ପ୍ରକାରର ଚ୍ୟାଲେଞ୍ଜ ଥିଲା । ଏହି ଚୋରମାନେ ଇରାନରୁ…

ନାବାଳକମାନେ ମଧ୍ୟ ପାନ୍ କାର୍ଡ ପାଇଁ କରିପାରିବେ ଆବେଦନ: ଜାଣନ୍ତୁ କିପରି ?

ନୂଆଦିଲ୍ଲୀ: ରାସନ କାର୍ଡ, ପାନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଭୋଟର ପରିଚୟ ପତ୍ର କିମ୍ବା ଅନ୍ୟାନ୍ୟ ପ୍ରକାରର ସରକାରୀ ଡକ୍ୟୁମେଣ୍ଟ ଦେଶରେ ସାବାଳକ ହେବା ପରେ ହିଁ ପ୍ରସ୍ତୁତ ହୋଇଥାଏ । ଆପଣ ଜାଣନ୍ତି କି, ଆପଣ ୧୮…

କରୋନା ପଜିଟିଭ ହୋଇଥିବା ପୁରୁଷମାନଙ୍କ ପାଇଁ ଆସିଲା ଖରାପ ଖବର ! ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ଚୀନରେ ଦ୍ରୁତ ଗତିରେ ବଢ଼ୁଥିବା କରୋନା ମାମଲା ମଧ୍ୟରେ ଭାରତରେ ମଧ୍ୟ ଏହା ବ୍ୟାପିବାର ସମ୍ଭାବନା ରହିଛି । ଏହି ସମୟରେ ଆନ୍ଧ୍ରର ପାଟନା, ଦିଲ୍ଲୀ ଏବଂ ମଙ୍ଗଳାଗିରିର ଅନୁସନ୍ଧାନକାରୀଙ୍କ ଦ୍ୱାରା…

ମାନବ ଶବକୁ ‘କମ୍ପୋଷ୍ଟ୍’ କରିବାକୁ ମିଳିଲା ଅନୁମତି

ମାନବ ଶବ ‘କମ୍ପୋଷ୍ଟ୍’କୁ (ଶଢ଼ା ଖତ) ଆଇନସମ୍ମତ କରାଇବାରେ ନ୍ୟୁୟର୍କ ହେଉଛି ଯୁକ୍ତରାଷ୍ଟ୍ର ଆମେରିକାର ସଦ୍ୟତମ ରାଜ୍ୟ ବୋଲି ‘ବିବିସି’ ରିପୋର୍ଟ ପ୍ରକାଶ କରିଛି । ‘ବିବିସି’ ରିପୋର୍ଟ ଅନୁସାରେ, ମୃତ୍ୟୁ ପରେ ଜଣେ…

୨୦୨୨-୨୩ରେ GDP ୭ ପ୍ରତିଶତ ରହିବାର ଆକଳନ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ୨୦୨୨-୨୩ରେ ଜିଡିପି ୭ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି । କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ସିଏସ୍ଓ) ବାର୍ଷିକ ଜିଡିପି ଅଭିବୃଦ୍ଧିର ପ୍ରଥମ ଅଗ୍ରୀମ ଆକଳନ ପ୍ରକାଶ କରିଛି…

ଚୀନରେ କରୋନାର କରାଳ ରୂପ ଦେଖି ବିଶ୍ୱ ଆତଙ୍କିତ: XBB1.5 ଭାରିଏଣ୍ଟକୁ ନେଇ ଚେତାବନୀ ଜାରି କଲା WHO

ନୂଆଦିଲ୍ଲୀ: ଚୀନରେ କରୋନାର କରାଳ ରୂପ ଦେଖି ସାରା ବିଶ୍ୱ ଏବେ ଆତଙ୍କିତ ରହିଛି । ଭାରତ, ଜାପାନ, ବ୍ରିଟେନ୍ ଓ ଆମେରିକା ଭଳି ଦେଶରେ ଏହି ସଂକ୍ରମଣ ବ୍ୟାପିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏହାରି ମଧ୍ୟରେ କେନ୍ଦ୍ର…

ହାଡ଼ଭଙ୍ଗା ଶୀତରେ ଥରିବ ଓଡ଼ିଶା

ଭୁବନେଶ୍ୱର: ଗତ କିଛିଦିନ ହେବ ରାଜ୍ୟରୁ ଶୀତ ସମ୍ପୂର୍ଣ୍ଣ ଉଭେଇ ଯାଇଥିବା ବେଳେ ଏବେ ଶୀତର ପ୍ରାଦୁର୍ଭାବ ଅନୁଭୂତ ହୋଇଛି । ଆଗକୁ ଶୀତର ପରିମାଣ ବୃଦ୍ଧି ପାଇବ ଓ ହାଡ଼ଭଙ୍ଗା ଜାଡ଼ରେ ସାରା ରାଜ୍ୟ ଥରିବ ବୋଲି ଭୁବନେଶ୍ୱର…

ମାନସିକ ରୋଗୀଙ୍କ ପାଇଁ ଟେଲି ମାନସ ସେବା ଆରମ୍ଭ

ବ୍ରହ୍ମପୁର: କରୋନା ପରେ ଦେଶ, ରାଜ୍ୟ ଓ ସହର ହେଉ କିମ୍ବା ଗ୍ରାମାଞ୍ଚଳ ହେଉ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବଢ଼ିଛି । କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ମାନସିକ ସମସ୍ୟା ନିହାତି…

କରୋନା ସଂକ୍ରମଣ ନେଇ ବିଶେଷଜ୍ଞଙ୍କ ବଡ଼ ବୟାନ: ଓଡ଼ିଶାକୁ ବିପଦ ନାହିଁ

ଭୁବନେଶ୍ୱର: ଚୀନରେ କରୋନା ସଂକ୍ରମଣ ଭୟାନକ ରୂପ ଧାରଣ କରିଥିବାବେଳେ ସେଠାରେ ଓମିକ୍ରୋନର ନୂଆ ଭାରିଆଣ୍ଟ ବିଏଫ.୭ ତାଣ୍ଡବ ରଚିବାରେ ଲାଗିଛି । ଦୈନିକ ୧୦ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ମୃତ୍ୟୁସଂଖ୍ୟା…