ରେଲୱେ ବିନା ପରୀକ୍ଷାରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ: ୧୦ମ ପାସ୍ କରିଥିଲେ ତୁରନ୍ତ କରନ୍ତୁ ଆବେଦନ, ୨୪୨୨ ପଦବୀରେ ମିଳିବ ଭଲ ଦରମା
ନୂଆଦିଲ୍ଲୀ: ଭାରତୀୟ ରେଲୱେରେ ଚାକିରି ଖୋଜୁଥିବା ଯୁବପୀଢ଼ିମାନଙ୍କ ପାଇଁ ଆସିଛି ଏକ ସୁବର୍ଣ୍ଣ ସୁଯୋଗ । ଭାରତୀୟ ରେଳ ଆପ୍ରେଣ୍ଟିସ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଏହି ପଦବୀ ପାଇଁ ଆବେଦନ…