ବଦଳିଲା ଅନଲାଇନରେ ଟିକେଟ୍ ବୁକିଂ କରିବାର ସିଷ୍ଟମ୍ ! IRCTC ଜାରି କଲା ନୂଆ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆଜିକାଲି ଟ୍ରେନରେ ଯାତ୍ରା କରୁଥିବା ଅଧିକାଂଶ ଯାତ୍ରୀ ଆଇଆରସିଟିସିର ୱେବସାଇଟ୍ କିମ୍ବା ଆପ୍ ମାଧ୍ୟମରେ ଅନଲାଇନ୍ ବୁକିଂ କରନ୍ତି । କିନ୍ତୁ ଆପଣ ଶେଷ ଥର ପାଇଁ କେବେ ବୁକିଂ କରିଥିଲେ ମନେ ଅଛି କି ? ଯଦି…

PNBରେ ଆକାଉଣ୍ଟ ଥିବା ଲୋକମାନେ ଆଜି ହିଁ ସାରନ୍ତୁ ଏହି କାମ: ନଚେତ୍ ଉଠାଇ ପାରିବେନି ଟଙ୍କା

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନିଜ ଗ୍ରାହକମାନଙ୍କୁ KYC ଅପଡେଟ କରିବାକୁ କହିଛି । ବ୍ୟାଙ୍କ ଏହା ପୂର୍ବରୁ ସେହି ଗ୍ରାହକମାନଙ୍କୁ ୨ ଥର ମନେ ରିମାଇଣ୍ଡର ପଠାସରିଛି, ଯେଉଁମାନେ KYC ଅପଟେଡ କରିବା ଉଚିତ୍ ।…

ଅଳିଆରୁ ମିଳିଥିବା ଜିନ୍ସକୁ ନେଇ ପାଗଳ ହେଲେ ଲୋକ: ୯୪ ଲକ୍ଷରେ ହେଲା ବିକ୍ରି !

ନୂଆଦିଲ୍ଲୀ: ଏକ ଜାହାଜର ଧ୍ୱଂସାବଶେଷରୁ ମିଳିଥିବା ଜିନ୍ସ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଧ୍ୱଂସାବଶେଷରୁ ମିଳିଥିବା ଜିନ୍ସକୁ ନେଇ ଲୋକଙ୍କ ମଧ୍ୟରେ ପାଗଳାମୀ ଦେଖିବାକୁ ମିଳିଛି । ଏପରିକି ଏହାକୁ ନେବା ପାଇଁ ନିଲାମ…

ଓଜନ କମାଇବାକୁ ଖାଆନ୍ତୁ ବାଦାମ, ଦେଖନ୍ତୁ ଚମତ୍କାର

ଆଜିକାଲି ଖରାପ ଲାଇଫଷ୍ଟାଇଲ ଯୋଗୁଁ ଲୋକଙ୍କ ଓଜନ ବଢ଼ିବାରେ ଲାଗିଛି । ସଠିକ୍ ଖାଦ୍ୟ ସହିତ ନିୟମିତ ବ୍ୟାୟାମ କରି ଲୋକମାନେ ଓଜନ କମାଇବାରେ ଲାଗିଛନ୍ତି । ଯଦି ଆମେ ବାଦାମ ବିଷୟରେ କହିବା, ତେବେ ଶୀତଦିନେ ଏହାକୁ…

ଖରାପ କୋଲେଷ୍ଟ୍ରଲ ଯୋଗୁଁ ହାର୍ଟରେ ହୋଇଥାଏ ଏହି ରୋଗ: ଜାଣନ୍ତୁ କିପରି ବର୍ତ୍ତିବେ

ଆଜିକାଲି ହାର୍ଟ ଆଟାକ ମାମଲା ବଢୁଥିବା ବେଳେ ଲୋକମାନେ ଅଳ୍ପ ବୟସରେ ଏଥିରେ ପୀଡିତ ହେଉଛନ୍ତି। ହୃଦଘାତ ହେତୁ ଅନେକ କ୍ଷେତ୍ରରେ ମୃତ୍ୟୁ ହେଉଛି। ହୃଦରୋଗର ଅନେକ କାରଣ ଅଛି। ଖରାପ କୋଲେଷ୍ଟ୍ରଲର ବୃଦ୍ଧି ମଧ୍ୟ ଏହାର ଏକ…

କର୍ମଚାରୀଙ୍କ ପାଇଁ ଏପରି ଆଦେଶ ଜାରି କଲେ ମ୍ୟାନେଜର, ଚାଲିଗଲା ନିଜ ଚାକିରି

ଚାକିରି କରୁଥିବା ଲୋକଙ୍କୁ କମ୍ପାନୀରେ ଛୁଟିର ସୁବିଧା ମିଳିଥାଏ । କିନ୍ତୁ ବେଳେ ବେଳେ ଛୁଟି ନେବା ସମସ୍ୟା ପାଲଟିଯାଏ । ଏପରି ଏକ କମ୍ପାନୀ ଅଛି, ଯେଉଁଥିରେ ଯଦି ଆପଣ ହଠାତ୍ ଛୁଟି ନିଅନ୍ତି, ତେବେ ଆପଣଙ୍କୁ ଅଧିକ…

PNBରେ ଆକାଉଣ୍ଟ ଥିବା ଲୋକଙ୍କୁ ମିଳିବ ୨୦ ଲକ୍ଷ ଟଙ୍କା ! ଜାଣନ୍ତୁ କିପରି କରିବେ ଆବେଦନ

ଯଦି ଆପଣ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ ଯାଉଛନ୍ତି, ତେବେ ଆପଣଙ୍କ ପାଇଁ ଆସିବାକୁ ଯାଉଛି ଖୁସି ଖବର । ପିଏନବିରେ ଯଦି ଆକାଉଣ୍ଟ ଖୋଲନ୍ତି, ତେବେ ଆପଣଙ୍କୁ ୨୦ ଲକ୍ଷ ଟଙ୍କା ଲାଭ ପାଇବେ । କିନ୍ତୁ…

ପୁଣି ବୋମା ପକାଇଲେ ଏଲୋନ୍ ମସ୍କ ! କହିଲେ ଡିଲେଟ୍ ହେବ ୧୫୦ କୋଟି ଟ୍ୱିଟର୍ ଆକାଉଣ୍ଟ

ଟେସଲାର ସିଇଓ ଏଲୋନ୍ ମସ୍କ ୪୪ ବିଲିୟନ ଡଲାରରେ ଟ୍ୱିଟର ଅଧିଗ୍ରହଣ କରିବା ପରେ ଲଗାତାର ଆଶ୍ଚର୍ଯ୍ୟକର କାମ କରୁଛନ୍ତି । ପ୍ରଥମେ ସେ ଲକ୍ଷାଧିକ କର୍ମଚାରୀଙ୍କୁ ଗୋଟିଏ ଝଟକାରେ ବାହାର କରିଦେଲେ । ଏହା ପରେ ସେ ଏକ…

ଏମଭି ନିୟମ ଉଲ୍ଲଙ୍ଘନ: ୧୨୭୫ ଗାଡ଼ି ଜବତ କରିଛି ପରିବହନ ବିଭାଗ

ଭୁବନେଶ୍ୱର: ଏମଭି ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୧୨୭୫ଟି ଗାଡ଼ି ଜବତ ହୋଇଛି । ନଭେମ୍ବର ମାସରେ ପରିବହନ ବିଭାଗର ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ ହୋଇଥିଲା । ମୋଟ ୩୫ ହଜାର ୧୪୪ଟି ଇ-ଚାଲାଣ ଜାରି କରାଯାଇଥିବା ସୂଚନା…

ଲଜ୍ଜା! ତ୍ରିରଙ୍ଗାକୁ କାଟି ଡଷ୍ଟର ତିଆରି କଲେ ପ୍ରଧାନଶିକ୍ଷକ, ଚେୟାରର ସଫା କଲେ ଧୂଳି

ନୂଆଦିଲ୍ଲୀ: ପିଲାମାନଙ୍କୁ ନୈତିକତା ଶିକ୍ଷା ଦେଉଥିବା ପ୍ରଧାନଶିକ୍ଷକ ଦେଶର ଜାତୀୟ ପତାକା ତ୍ରିରଙ୍ଗାକୁ କାଟି ଡଷ୍ଟର ତିଆରି କରିଥିବା ଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏହା ପୂର୍ବରୁ ଏଥିରେ ଚେୟାର ସଫା…