(Video) କ୍ରିକେଟ ମଇଦାନରେ ଖେଳାଳିଙ୍କୁ ଆସିଲା ହାର୍ଟ ଆଟାକ୍, କିଛି ସେକେଣ୍ଡରେ ହୋଇଗଲା ମୃତ୍ୟୁ
ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ନିକଟରେ ଏକ ହୃଦୟବିଦାରକ ଭିଡିଓ ଭାଇରାଲ୍ ହେଉଛି । ଭିଡିଓ ଦେଖି ସଭିଏଁ ଚକିତ ହୋଇଛନ୍ତି । କଲେଜ ପଡିଆରେ କ୍ରିକେଟ ଖେଳିବା ସମୟରେ ଜଣେ ଛାତ୍ରଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ଦ୍ରୁତ…