ହାର୍ଟ ରୋଗୀଙ୍କର ଅପରେସନ୍ କଲା ନକଲି ‘ଲଣ୍ଡନ ଡାକ୍ତର’: ଚାଲିଗଲା ୭ ଜଣଙ୍କର ଜୀବନ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଦାମୋହରେ ଥିବା ମିଶନ ହସ୍ପିଟାଲରୁ ଅବହେଳାର ଏକ ବଡ଼ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଅବହେଳା ଯୋଗୁଁ ୭ ଜଣ ହୃଦରୋଗୀଙ୍କ ମୃତ୍ୟୁ ଘଟିଛି । ଏଠାରେ ଜଣେ ବ୍ୟକ୍ତି ଲଣ୍ଡନର ଡାକ୍ତର ଭାବରେ…