ବ୍ରହ୍ମପୁର ବଡ଼ ମେଡିକାଲ MKCGରେ ଅଗ୍ନିକାଣ୍ଡ

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ବ୍ରହ୍ମପୁର ଏମକେସିଜି ପ୍ଲାଷ୍ଟିକ ସର୍ଜରୀ ୱାର୍ଡରୁ ଘଟିଛି ଅଗ୍ନିକାଣ୍ଡ । ନିୟନ୍ତ୍ରଣ ପାଇଁ ଅଗ୍ନିଶମ ବାହିନୀକୁ ଡାକିଛନ୍ତି ଅଧୀକ୍ଷକ । ୱାର୍ଡରୁ ଧୂଆଁ ବାହାରିବାରୁ ରୋଗୀ ବାହାରକୁ…

କେଉଁ ଅସୁରର ସଂହାର ପାଇଁ ଶ୍ରୀ ଗଣେଶ ନେଇଥିଲେ ବକ୍ରତୁଣ୍ଡ ଅବତାର? ଜାଣନ୍ତୁ ରୋଚକ ତଥ୍ୟ

ନୂଆଦିଲ୍ଲୀ: ଭଗବାନ ଶ୍ରୀଗଣେଶ ତ ଅନେକ ଅବତାର ନେଇଥିଲେ । କିନ୍ତୁ ମୃଦଗଲ ପୁରାଣ ଅନୁସାରେ, ତାଙ୍କର ୮ଟି ଅବତାର ପ୍ରମୁଖ । ଏଥିରେ ପ୍ରଥମ ଅବତାର ବକ୍ରତୁଣ୍ଡ ରହିଛି । ଥରେ ତିନି ଲୋକରେ ଘଟିଥିବା ଘଟଣା ଭଗବାନ…

(Video) ଆଳିରେ ଲଜ୍ଜା: ନାବାଳିକା ନାତୁଣୀକୁ ଗର୍ଭବତୀ କଲା ୬୫ବର୍ଷର ଅଜା, ପେଟରେ ଛୁଆ ଧରି… 

ଆଳି: ଆଳିରୁ ପୁଣି ଆସିଲା ଲଜ୍ଜାଜନକ ଘଟଣା । ନାତୁଣୀ ପେଟରେ ଅଛି ଅଜାର ଛୁଆ । ନାତୁଣୀ ଏବେ ୭ ମାସର ଗର୍ଭବତୀ  । କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।  ୧୬ ବର୍ଷର ନାବାଳିକା ସମ୍ପର୍କୀୟ ନାତୁଣୀକୁ ଗର୍ଭବତୀ…

କଂଗ୍ରେସକୁ ବଡ଼ ଝଟକା: ଦଳରୁ ଇସ୍ତଫା ଦେଲେ ଗୁଲାମ ନବୀ

ନୂଆଦିଲ୍ଲୀ: କଂଗ୍ରେସକୁ ଲାଗିଛି ବଡ଼ ଝଟକା । ଆଜି ଦଳରୁ ଇସ୍ତଫା ଦେଇଛନ୍ତି ଗୁଲାବ ନବୀ ଆଜାଦ । କିଛି ଦିନ ତଳେ ପ୍ରଚାର ସମିତିରୁ ସେ ଇସ୍ତଫା ଦେଇଥିଲେ । କିଛିଦିନ ହେଲା ବରିଷ୍ଠ ନେତା ଗୁଲାମ ନବୀ ନାରାଜ ଥିବା…

ସେପ୍ଟେମ୍ବର ୧ରୁ ରାଜଧାନୀର ଏହି ଅଞ୍ଚଳରେ ମଦ ଦୋକାନ ଖୋଲିବାର ସମ୍ଭାବନା ନାହିଁ: ଜାଣନ୍ତୁ ଏହାର ପଛର କାରଣ

ନୂଆଦିଲ୍ଲୀ: ସେପ୍ଟେମ୍ବର ୧ ରୁ ଲୁଟିନ୍ସ ଦିଲ୍ଲୀରେ କୌଣସି ମଦ ଦୋକାନ ଖୋଲିବାର ସମ୍ଭାବନା ନାହିଁ । କାରଣ ନୂଆଦିଲ୍ଲୀ ମ୍ୟୁନିସିପାଲିଟି କାଉନସିଲ (ଏନଡିଏମସି) ବୁଧବାର ଦିନ ନିଜ ଅଧୀନରେ ପାଞ୍ଚଟି ସରକାରୀ ମଦ ଦୋକାନ…

(ଭିଡିଓ) ‘I Hate You Indians’, ଟେକ୍ସାସରେ ୪ ଭାରତୀୟଙ୍କୁ ଆକ୍ରମଣ ସହ ବନ୍ଧୁକ ଦେଖାଇଲେ ମହିଳା

ନୂଆଦିଲ୍ଲୀ: ଆମେରିକାରେ ଭାରତୀୟ ବଂଶଜ ମହିଳାଙ୍କ ଉପରେ ଜାତିଗତ ଆକ୍ରମଣର ଏକ ଭୟଙ୍କର ମାମଲା ସାମ୍ନାକୁ ଆସିଛି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଆମେରିକୀୟ-ମେକ୍ସିକୋ ମହିଳା…

ଗୋଟିଏ ବର୍ଗରରୁ ୯, ପିଜ୍ଜାରୁ ୮ ଓ କୋଲଡ୍ରିଙ୍କରୁ କମିଯାଏ ଜୀବନର ୧୩ ମିନିଟ୍: ରିସର୍ଚ୍ଚ

ନୂଆଦିଲ୍ଲୀ: ଯଦି ଆପଣ ବାହାରେ ଖାଦ୍ୟ ଖାଇବାକୁ ଭଲ ପାଆନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଯେଉଁ ଜଙ୍କ ଫୁଡକୁ ଆପଣ ଅତି ଆନନ୍ଦର ସହ ଖାଉଛନ୍ତି, ତାହା ଆପଣ ବୟସକୁ କମାଇବାରେ…

ଶସ୍ତା ସୁନା କିଣିବାର ଶେଷ ସୁଯୋଗ: ୧୦ ଗ୍ରାମରେ ୨୧୮୬ ଟଙ୍କାର ଫାଇଦା ଦେଉଛନ୍ତି ମୋଦୀ ସରକାର

ନୂଆଦିଲ୍ଲୀ: ମୋଦୀ ସରକାରଙ୍କଠାରୁ ଶସ୍ତା ସୁନା କିଣିବାର ଆଜି ହେଉଛି ଶେଷ ସୁଯୋଗ । ସାବଭୌମ ଗୋଲ୍ଟ ବଣ୍ଡ (ଏସଜିବି) ରେ ଆଜି ଆପଣ ୧୦ ଗ୍ରାମ ପିଛା ଗୁରୁବାର ୫୨୦୯୪ ଟଙ୍କା ମୂଲ୍ୟରେ ବନ୍ଦ ହୋଇଥିବା ସୁନାକୁ ୫୧୪୭୦…

ୟୁପିରେ ଭୟଙ୍କର ଅଗ୍ନିକାଣ୍ଡ: ୫ ଜୀବନ୍ତ ଦଗ୍ଧ, ୨ ଗୁରୁତର

ମୋରଦାବାଦ: ଉତ୍ତରପ୍ରଦେଶର ମୋରଦାବାଦରେ ହୋଇଛି ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୫ ଜଣ ଜୀଅନ୍ତା ଦଗ୍ଧ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୋଦାବାଦର ଗାଲସାହିଦ ଅଞ୍ଚଳର ଏକ ୩ ମହଲା କୋଠାରେ…

ମାତ୍ର ୫୯ ଟଙ୍କାରେ ମିଳିବ ପେଟ୍ରୋଲ ଏବଂ ଡିଜେଲ: କେନ୍ଦ୍ର ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ମହଙ୍ଗା ପେଟ୍ରୋଲ-ଡିଜେଲ ସାଧାରଣ ଲୋକଙ୍କୁ କନ୍ଦାଉଛି । ଦେଶର ଲକ୍ଷ ଲକ୍ଷ ଲୋକ ସେମାନଙ୍କ ଗାଡିଗୁଡ଼ିକୁ ନିଜ ଘରେ ପାର୍କିଂ କରିଛନ୍ତି । କାରଣ ଦାମୀ ପେଟ୍ରୋଲଡିଜେଲ କିଣିବା ସ୍ୱଳ୍ପ ଆୟ କରୁଥିବା ଲୋକଙ୍କ…