(Video) ଟ୍ୟୁ ଧରି ଗାଧୋଉବା ପଡିଲା ମହଙ୍ଗା: ବନ୍ୟା ସ୍ରୋତରେ ଭାସିଗଲେ ୫ ଯୁବକ, ଜଣେ ମୃତ
ଆଠଗଡ଼: ଟ୍ୟୁବ ଧରି ଗାଧୋଉଥିବା ବେଳେ ଭାସିଗଲେ ୫ ଜଣ ଯୁବକ । ବନ୍ୟା ସ୍ରୋତରେ ଭାସିଗଲେ ୫ ଜଣ । ୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ଏକ ହୃଦୟ ବିଦାରକ ଘଟଣା ଆଠଗଡ଼ ବ୍ଲକ୍…