fbpx

କରୋନା ଭ୍ୟାକ୍ସିନ ନେବା ପରେ ସେକ୍ସଠାରୁ ଦୂରେଇ ରୁହନ୍ତୁ, ନଚେତ୍…

ବର୍ତ୍ତମାନ ସମଗ୍ର ଦେଶରେ କରୋନାର ଦ୍ୱିତୀୟ ଲହର ମାଡ଼ି ଚାଲିଛି । ସରକାରଙ୍କ ପକ୍ଷରୁ ପ୍ରତି ରାଜ୍ୟରେ ଟିକାକରଣ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ତେବେ ଆଜିକାଲି ଅଧିକାଂଶ ଲୋକ ସୋସିଆଲ ମିଡ଼ିଆରେ ଟିକାକୁ ନେଇ ଅନେକ ପ୍ରଶ୍ନ କରୁଛନ୍ତି । ଭ୍ୟାକ୍ସିନ ନେବା ପରେ ସେକ୍ସ କରିବା ଉଚିତ ନା ଅନୁଚିତ ଏନେଇ ଅନେକ ଜାଣିବାକୁ ଚାହିଁଛନ୍ତି । ଆସନ୍ତୁ ଜାଣିବା ସେ ବିଷୟରେ:-

– ବିଶେଷଜ୍ଞଙ୍କ ମତରେ ଉଭୟ ପୁରୁଷ ଓ ନାରୀ ଦ୍ୱିତୀୟ ଡୋଜ୍ ଟିକା ନେବା ପରେ ଗର୍ଭନିରୋଧର ବ୍ୟବହାର କରିବା ଦରକାର । ଟିକା ନେବା ପରେ ଅନେକ ଲୋକଙ୍କ ଠାରେ ସାଇଡ୍ ଇଫେକ୍ଟ ଦେଖାଦେଉଛି । ତେଣୁ ସେକ୍ସ କରିବା ଦ୍ୱାରା ଲୋକମାନେ ଏଥିରେ ପ୍ରଭାବିତ ହେବାର ଆଶଙ୍କା ରହିଛି ।

– ଡାକ୍ତରଙ୍କ ମତରେ, ଭ୍ୟାକ୍ସିନର ଦ୍ୱିତୀୟ ଡୋଜ୍ ନେବା ପରେ ଅତିକମରେ ୨ରୁ ୩ ସପ୍ତାହ ପର୍ଯ୍ୟନ୍ତ କଣ୍ଡୋମ ବ୍ୟବହାର କରିବା ଉଚିତ । କାରଣ ଶାରୀରିକ ସମ୍ପର୍କ ରକ୍ଷା କରିବା ସମୟରେ ଉଭୟେ ସଂକ୍ରମିତ ହେବାର ଆଶଙ୍କା ରହିଥାଏ ।

– ଭ୍ୟାକ୍ସିନର ପ୍ରଭାବ ସମସ୍ତଙ୍କ ଠାରେ ଅଲଗା ଅଲଗା ଭାବେ ପରିଲକ୍ଷିତ ହୋଇଥାଏ । ତେଣୁ ମହିଳାମାନେ ଟିକା ନେବା ପୂର୍ବରୁ ସ୍ତ୍ରୀରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଉଚିତ ।

Get real time updates directly on you device, subscribe now.