fbpx

Big Breaking ବାହାନଗା ଟ୍ରାଜେଡି: ନିଲାମ ହେବ ଟ୍ରେନ୍ ବଗି ଓ ଇଞ୍ଜିନ୍

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ବାହାନଗା ଟ୍ରାଜେଡିକୁ ନେଇ ଆସିଲା ବଡ଼ ଖବର, ନିଲାମ ହେବ ଟ୍ରେନ୍ ବଗି ଓ ଇଞ୍ଜିନ୍ । ୨୧ ବଗି ଓ ଇଞ୍ଜିନ୍ ନିଲାମ ପାଇଁ କୋର୍ଟଙ୍କ ଅନୁମତି । ନିଲାମ ପାଇଁ ଅନୁମତି ଦେଲେ ଭୁବନେଶ୍ୱର ADJ (୨) କୋର୍ଟ । DRMଙ୍କ ଆକାଉଣ୍ଟରେ ନିଲାମ ଟଙ୍କା ରଖି କୋର୍ଟକୁ କରିବେ ଅବଗତ ।

Get real time updates directly on you device, subscribe now.