fbpx

ବାହୁଡ଼ିଲେ ମହାପ୍ରଭୁ, ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଲା ୩ରଥ

ପୁରୀ, ୧ା୭(ଓଡ଼ିଶା ଭାସ୍କର): ନଅ ଦିନର ରଥଯାତ୍ରା ସାରି ବାହୁଡ଼ିଛନ୍ତି ମହାପ୍ରଭୁ । ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ୩ରଥ ପହଞ୍ଚିଛି । ସଂହଦ୍ୱାର ନିକଟରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥ ପହଞ୍ଚିଛି । ରାଜନଅର ନିକଟରେ ଲକ୍ଷ୍ମୀନାରାୟଣ ଭେଟ ହୋଇଛି । କରୋନା ନେଗଟିଭ ଥିବା ସେବାୟତମାନେ ରଥ ଟାଣିଥିଲେ । ଏଥିସହିତ ବିନା ଭକ୍ତ ଓ କଟକଣା ମଧ୍ୟରେ ଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ାଯାତ୍ରା ମଧ୍ୟ ସମ୍ପନ୍ନ ହୋଇଛି ।

Get real time updates directly on you device, subscribe now.