fbpx

ବାଲଟିମୋର ବ୍ରିଜ୍ ଦୁର୍ଘଟଣା: ୬ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ଥିଲେ ୨୨ ଜଣ ଭାରତୀୟ

ନୂଆଦିଲ୍ଲୀ: ଆମେରିକା ବାଲଟିମୋର ଦୁର୍ଘଟଣାରେ ୬ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି । କାର୍ଗୋସିପ୍ ଧକ୍କାରେ ବ୍ରିଜଟି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା । ଫଳରେ ୬ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ ଜଣା ପଡ଼ିନାହିଁ । ତେବେ ଏହି ଦୁର୍ଘଟଣା ସମୟ ଜାହାଜରେ ୨୨ ଜଣ ଭାରତୀୟ ରହିଥିବା ସୂଚନା ମିଳିଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ଜାଣିବାକୁ ମିଳିଛି ।

Get real time updates directly on you device, subscribe now.