fbpx

ବିଟିଂ ଦ ରିଟ୍ରିଟ୍: ପରିବେଷଣ ହେଲା ଆକର୍ଷଣୀୟ ଲାଇଟ ସୋ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଉଦଯାପନ ସମାରୋହ । ସମାରୋହରେ ପରିବେଷଣ ହେଲା ଆକର୍ଷଣୀୟ ରଙ୍ଗୀନ ଲେଜର ସୋ । ସୋ ରେ ୧ ହଜାରରୁ ଅଧିକ ମେଡ୍ ଇନ୍ ଇଣ୍ଡିଆ ଡ୍ରୋନ୍ ଦ୍ୱାରା ପରିବେଷଣ ହୋଇଛି ଏହି ଲାଇଟ ସୋ ।

ସମାପନ ହେଲା ଧ୍ୱଜାବତରଣ ସମାରୋହ ସହ ସାଧାରଣତନ୍ତ୍ର ଦିବସର । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରକ୍ଷାମନ୍ତ୍ରୀ ରାଜନାଥ ସିଂ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.