fbpx

Instagramରେ ନିଆଁ ଲଗାଇଦେଲେ ଭୋଜପୁରୀ ଅଭିନେତ୍ରୀ : ଫ୍ୟାନଙ୍କୁ ପାଗଳ କରୁଛି ଆଲୟନାଙ୍କ ବିକିନି ଫଟୋ

ନୂଆଦିଲ୍ଳୀ: ସୋସିଆଲ ମିଡିଆ ସାଇଟ ଇନଷ୍ଟାଗ୍ରାମରେ ନିଆଁ ଲଗାଇ ଦେଇଛନ୍ତି ଅଭିନେତ୍ରୀ ଆଲୟନା ଦତ୍ତ । ଖୁବ ଶୀଘ୍ର ଭୋଜପୁରୀ ଇଣ୍ଡଷ୍ଟ୍ରୀରେ ପଦାର୍ପଣ କରିବାକୁ ଯାଉଥିବା ଅଲୟନାଙ୍କ ବିକିନି ଅବତାରକୁ ବେଶ ପସନ୍ଦ କରିଛନ୍ତି ଫ୍ୟାନ୍ । ଭ୍ୟାକେସନ୍ ମନାଉଥିବା ଆଲୟନା ନିୟମିତ ଭାବରେ ନିଜର ଫଟୋ ଓ ଭିଡିଓ ପୋଷ୍ଟ କରୁଥିବା ବେଳେ ଫ୍ୟାନ ଏହାକୁ ପସନ୍ଦ କରିଛନ୍ତି । ଆଲୟନା ପୋଷ୍ଟ କରୁଥିବା ଫଟୋରେ ଏକ ବେବି ପିଙ୍କ ରଙ୍ଗର ବିକନୀ ପିନ୍ଧିଛନ୍ତି ।

 

View this post on Instagram

 

A post shared by Aalaynaa Datta (@aalaynaa_datta)

ଏହି ବିକିନି ଫଟୋରେ କ୍ୟାପସନ୍ ରଖିଛନ୍ତି ଅନ ଏ ଭ୍ୟାକେସନ୍ । ଛୁଟି ମନାଉଥିବା ଏହି ଅଭିନେତ୍ରୀ ଜଣଙ୍କ ଖୁବଶୀଘ୍ର ଭୋଜପୁରୀ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ୟଶ କୁମାରଙ୍କ ଫିଲ୍ମ ସୁରକ୍ଷାରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ଆଲୟନା ଦତ୍ତ । ଭୋଜପୁରୀ ଅଭିନେତ୍ରୀ ସୁଦୀକ୍ଷା ମଧ୍ୟ ଏହି ଫିଲ୍ମରେ ନଜର ଆସିବେ । ଶୁଟିଂ ସରିଥିଲେ ମଧ୍ୟ ଏହାର ରିଲିଜ ତାରିଖ ସ୍ପଷ୍ଟ ହୋଇନାହିଁ ।

 

View this post on Instagram

 

A post shared by Aalaynaa Datta (@aalaynaa_datta)

Get real time updates directly on you device, subscribe now.