fbpx

ଆଜି ନୁହେଁ କାଲି ଆସିବେ ବାଇଡେନ : ପ୍ରଧାନମନ୍ତ୍ରୀଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା

Advertisement

ନୂଆଦିଲ୍ଲୀ : ଜି ୨୦ ଶିଖର ସମ୍ମିଳନୀ ପାଇଁ ଆସନ୍ତାକାଲି ଆମେରିକାର ରାଷ୍ଟ୍ରପତି ଭାରତ ଆସିବେ । ଏନେଇ ହ୍ୱାଇଟ ହାଉସ ପକ୍ଷରୁ ସୂଚନା ମିଳିଛି । ଭାରତ ଆସି ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ଏହା ସହିତ ୯ ଓ ୧୦ ରେ ଆୟୋଜନ କରାଯାଇଥିବା ଜି ୨୦ ବୈଠକରେ ମଧ୍ୟ ଯୋଗ ଦେବେ । କିନ୍ତୁ ଏହି ବୈଠକରେ କୋଭିଡ ପାଇଁ ଜାରି କରାଯାଇଥିବା ନିୟମକୁ ବାଇଡେନ ପାଳନ କରିବେ ।

Get real time updates directly on you device, subscribe now.