ଆରମ୍ଭରୁ କମ୍ପିଲା ଗୃହ, ମାତ୍ର ୩୦ ମିନିଟରେ ବନ୍ଦ ହେଲା ପ୍ରଶ୍ନକାଳ, ଶାଢେ ୧୧ଟା ଯାଏଁ ଗୃହ ମୁଲତବୀ

ନାରୀ ନିର୍ଯ୍ୟାତନା ବୃଦ୍ଧି ନେଇ କରାଗଲା ଆଲୋଚନା । ଆଇନଶୃଙ୍ଖଳା ପ୍ରସଙ୍ଗରେ ବିରୋଧୀ ପ୍ରଶ୍ନ ଉଠାଇଥିଲୋ

ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ପୁଣି ବିରୋଧୀଙ୍କ ହଟ୍ଟଗୋଳ ହେତୁ ଗୃହକୁ ଶାଢେ ୧୧ଟା ପର୍ଯ୍ୟନ୍ତ ମୁଲତବି କରାଯାଇଛି । ଗୃହଆରମ୍ଭରୁ ମଝିକୁ ଆସି ହୋହାଲ୍ଲା କରଥିଲେ କଂଗ୍ରେସ ନେତ।।

ରାଜ୍ୟରେ ନାରୀ ଅସୁରକ୍ଷିତ ଓ ନାରୀ ନିର୍ଯ୍ୟାତନା ବୃଦ୍ଧି ନେଇ ଚାଲିଥିଲା ନାରାବାଜିା ଆଇନଶୃଙ୍ଖଳା ପ୍ରସଙ୍ଗରେ ବିରୋଧୀ ପ୍ରଶ୍ନ ଉଠାଇଥିଲୋ

ବିଧାନସଭା ମୌସୁମୀ ଅଧିବେଶନରେ ଷଷ୍ଠ ଦିନରେ ବି ଚାଲିପାରିଲାନି ଗୃହକାର୍ଯ୍ୟା ବିରୋଧୀଙ୍କ ହୋହାଲ୍ଲା ଭିତରେ ୩୦ ମିନିଟ ଚାଲିଲା ପ୍ରଶ୍ନକାଳା ଶେଷରେ ଶାଢେ ୧୧ ଯାଏଁ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତିା