fbpx

ବଜେଟ୍‌ରେ ପଶୁ ଓ ଗୋପାଳନ କ୍ଷେତ୍ରରେ କୃଷକମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା

ଭୁବନେଶ୍ୱର: ପଶୁ ଓ ଗୋପାଳନ କ୍ଷେତ୍ରରେ କୃଷକମାନଙ୍କୁ ରୋଜଗାର ପ୍ରଦାନ କରି ସମାନଙ୍କର ଜୀବନଧାରଣ ମାନରେ ଉନ୍ନତିଆଣବା ସହ ମହଳା ସଶକ୍ତିକରଣେର ସହେଯାଗ କରଥାଏ। ଏହି କ୍ଷେତ୍ରରେ ୨୦୨୨-୨୩ ଆର୍ଥିକ ବର୍ଷରେ ନୂତନ ବ୍ରୟଲର ଫାମର୍, କୁକୁଡ଼ା ଫାମର୍, ବତକ ଫାମର୍, ଅଗଣାେର କୁକୁଡ଼ା ପାଳନ ୟୁନିଟ୍ ଏବଂ ମିନିକୁକୁଡ଼ା ଖାଦ୍ୟ ୟୁନିଟ୍ ପ୍ରତିଷ୍ଠା ପାଇଁ ସହାୟତା ପ୍ରଦାନ ନିମେନ୍ତ “କୁକୁଡ଼ା ଚାଷ ବିକାଶ” ଅଧୀନେର ୧ ଶହ ୨ କୋଟି ଟଙ୍କାର ବ୍ୟୟବରାଦ କରଯାଇଛି।

୫ ଶହରୁଅଧିକ କୃଷକଙ୍କୁ small sheep & goat unit ଏବଂ ୨ ହଜାର ୫ ଶହରୁ ଅଧିକ କୃଷକଙ୍କୁ semi commercial Goat Units ପ୍ରତଷ୍ଠା ନିମିତ୍ତ ସହେଯାଗ ପ୍ରଦାନ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ୩୭ କୋଟି ଟଙ୍କାର ବ୍ୟବସ୍ଥା ରହିଛି। ସେହିଭଳି ରାଷ୍ଟ୍ରୀୟ ପଶୁଧନ ବିକାଶ ଯୋଜନାରେ ଗାପାଳନ ଉନ୍ନୟନ ଓ ପଶୁଧନ ପରଚାଳନା ପାଇଁ୧ ଶହ ୧୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଉନ୍ନତ ମାନର ଦୁଗ୍ଧ ପ୍ରକ୍ରିୟାକରଣ ନିମିତ୍ତ OMFED ମାଧ୍ୟମରେ ୫ ଲକ୍ଷ LPD ବିଶିଷ୍ଟ ଡାଇରୀ ପ୍ଲାଣ୍ଟ ପ୍ରତଷ୍ଠା ପାଇଁ RIDF
ସହାୟତାେର ୨୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

୨୦୨୨-୨୩ ଆର୍ଥିକ ବର୍ଷରେ ପଶୁସମ୍ପଦ ସ୍ଵାସ୍ଥ୍ୟ ଏବଂରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନେର ୨ ଶହ ୪୧ କୋଟି ଟଙ୍କାର ପ୍ରସ୍ତାବ ରଖିଛୁ। ରାଜ୍ୟର ସମସ୍ତ ବ୍ଲକେର ପଶୁ ଚିକିତ୍ସା କେନ୍ଦ୍ର ମାଧ୍ୟମରେ ପଶୁମାନଙ୍କୁେସମାନଙ୍କ ବାସସ୍ଥଳୀରେ ସେବା ପ୍ରଦାନ ନିମେନ୍ତ ସମସ୍ତ ୩୧୪ଟି ଭ୍ରାମ୍ୟମାଣ ୟୁନିଟ ପାଇଁ୧୯ କୋଟିଟଙ୍କା ବ୍ୟୟବରାଦ କରାଯାଇଛି।

Get real time updates directly on you device, subscribe now.