fbpx

ବଡ ଖବର :ଦେଶରେ ଆଉ ମାସେ ବଢ଼ିଲା କୋରୋନା କଟକଣା

ନୂଆଦିଲ୍ଲୀ (ଓଡିଶା ଭାସ୍କର) 28/12 : ଦେଶ ରେ କରୋନା ଭାଇରସ ର ପରିସ୍ଥିତି କୁ ଲକ୍ଷ କରି କେନ୍ଦ୍ର ସରକାର କୋରୋନା କଟକଣା ଆଉ ମାସେ ପର୍ଯ୍ୟନ୍ତ ବଢାଇବାକୁ ନିଷ୍ପତି ନେଇଛନ୍ତି । ୨୦୨୧ ଜାନୁଆରି ୩୧ ଯାଏ କଟକଣା ଜାରି କଲା କେନ୍ଦ୍ର ସରକାର । ଡିସେମ୍ବରରେ ଜାରି ହୋଇଥିବା ସମସ୍ଥ କଟକଣା ଜାନୁଆରିରେ ବଳବତ୍ତର ରହିବ ।

Get real time updates directly on you device, subscribe now.