fbpx

ବିହାରରେ ବିଜେପିର ନିର୍ବାଚନୀ ଇସ୍ତାହାର

ପାଟଣା,୨୨/୧୦: ବିହାରରେ ନିର୍ବାଚନୀ ଇସ୍ତାହାର ଜାରି କରିଛି ବିଜେପି ନିର୍ବାଚନ ଇସ୍ତାହାରରେ ପ୍ରଥମ ପ୍ରତିଶ୍ରୁତି ରହିଛି କୋରୋନା ଟିକା। ବିହାରର ପ୍ରତି ଲୋକଙ୍କୁ ମାଗଣାରେ ମିଳିବ କୋରୋନା ଟିକା। ଇସ୍ତାହାର ଜାରି କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଏହା ସହ ଇସ୍ତାହାରରେ ପ୍ରକାଶ ପାଇଛି ଯେ, ବିହାରରେ ଜିଡିପି ୨ ଗୁଣ, ୧୯ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଦରଭଙ୍ଗାରେ AIIMS ପ୍ରତିଷ୍ଠାର ପ୍ରତିଶ୍ରୁତି ଦେଇଛି BJP । ୩୦ ଲକ୍ଷ ପକ୍କା ଘର ଯୋଗାଇ ଦେବାର ପ୍ରତିଶ୍ରୁତି ଦିଆଯାଇଛି। ଦୁଗ୍ଧ ଉତ୍ପାଦନ ପାଇଁ ୧୫ ୟୁନିଟ୍‌ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇଛି ବିଜେପି ।

Get real time updates directly on you device, subscribe now.