fbpx

ବିଜେଡିର ୩ ନୂଆ ମିଡିଆ ପ୍ୟାନେଲିଷ୍ଟ

ଭୁବନେଶ୍ୱର: ବିଜେଡିର ଆଉ ୩ ଜଣଙ୍କ ୁମିଡିଆ ପ୍ୟାନେଲିଷ୍ଟ ଦାୟିତ୍ୱ । ଗୌତମବୁଦ୍ଧ ଦାସଙ୍କୁ ମିଡିଆ ପ୍ୟାନେଲିଷ୍ଟ ଦାୟିତ୍ୱ ଦେଲା ବିଜେଡି । ଲୋରା ମହାପାତ୍ର ଓ ସ୍ୱାଗତିକା ମହାନ୍ତିଙ୍କୁ ମିଡିଆ ପ୍ୟାନେଲିଷ୍ଟ ଦାୟିତ୍ୱ । ମିଡିଆ ପ୍ୟାନେଲିଷ୍ଟ ଦାୟିତ୍ୱ ନ୍ୟସ୍ତ କଲେ ବିଜେଡି ସୁପ୍ରିମୋ ।

Get real time updates directly on you device, subscribe now.