fbpx

ସଂସଦ ଭବନ ଉଦଘାଟନରେ ଯୋଗଦେବ ବିଜେଡି: ଉତ୍ସବକୁ ମୋଦିଙ୍କ ଡାକରା

ନୂଆଦିଲ୍ଲୀ: ଆସନ୍ତା ମେ” ୨୮ ତାରିଖରେ ନୂଆ ସଂସଦ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି ଉଦଘାଟନୀ ଉତ୍ସବକୁ ନବୀନ ସରକାରଙ୍କ ବିଜୁ ଜନତା ଦଳକୁ ଡାକରା ମିଳିଛି । ଏଭଳି ଏକ ବିରାଟ ଉତ୍ସବରେ ବିଜେଡି ଯୋଗ ଦେବ ବୋଲି ମଧ୍ୟ ପ୍ରେସ ରିଲିଜ ଜାରି କରିଛି ଦଳ ତରଫରୁ ସ୍ପଷ୍ଟ କରାଯାଇଛି । ନୂଆ ସଂସଦର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବିଜୁ ଜନତା ଦଳକୁ ମୋଦିଙ୍କ ତରଫରୁ ନିମନ୍ତ୍ରଣ ମିଳିଥିଲା । ଏହାପରେ ବିଜେଡି ଏଥିରେ ସମ୍ମତି ପ୍ରଦାନ କରି ଉତ୍ସବରେ ଯୋଗ ଦେବ ବୋଲି ସ୍ପଷ୍ଟ କରିଛି ।

Get real time updates directly on you device, subscribe now.