fbpx

ମଣିପୁରରେ ବିଜେପିର ବାଜିମାତ୍

ନୂଆଦିଲ୍ଲୀ,୧୦ ।୧୧: ମଣିପୁର ଉପନିର୍ବାଚନରେ ବିଜେପି ବାଜିମାତ୍ କରିଛି । ବିଜେପି ପ୍ରାର୍ଥୀ ଦେଇଥିବା ସମସ୍ତ ୪ଟି ସିଟରେ ଜିତିଛି ବିଜେପି । ଏନେଇ ଅମିତ ଶାହ ଓ ଜେ ପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି ବୈଜୟନ୍ତ ପଣ୍ଡା । ତେବେ ମଣିପୁରରେ ପ୍ରଚାର ଦାୟିତ୍ୱ ତୁଲାଇଥିଲେ ବୈଜୟନ୍ତ ପଣ୍ଡା ।

Get real time updates directly on you device, subscribe now.