fbpx

ଭାତ ନୁହେଁ ବ୍ଲେଡ୍ ଖାଇ ବଞ୍ଚୁଛନ୍ତି ପ୍ରଭାକର; ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସାଧାରଣ ମଣିଷ ଦୈନନ୍ଦିନ ଜୀବନରେ ଭାତ ଅଥବା ରୁଟି ଖାଇଥାଏ ତେବେ ପ୍ରଭାକର ଏମିତି ଜଣେ ମଣିଷ ଯିଏ ଖାଆନ୍ତି ବ୍ଲେଡ । ରାଜଧାନୀ ଭୁବନେଶ୍ୱରରେ ବ୍ଲେଡମ୍ୟାନ ଭାବରେ ପରିଚିତ ପ୍ରଭାକର ପେଶାରେ ଜଣେ ରାଜମିସ୍ତ୍ରୀ ଓ ରଙ୍ଗ ମିସ୍ତ୍ରୀ । କିଭଳି ଭାବରେ ପ୍ରଭାକଭର ବ୍ଲେଡକୁ ଖାଇ ହଜମ କରୁଛନ୍ତି ଏହା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । ଦେଖନ୍ତୁ ପ୍ରଭାକରଙ୍କ ଏହି ଭିଡିଓ ।

Get real time updates directly on you device, subscribe now.