fbpx

Breaking…କାର୍ ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର, SCBରେ ଭର୍ତ୍ତି

କଟକ: (ଓଡ଼ିଶା ଭାସ୍କର) ଦୁର୍ଘଟଣାରେ ଗୁରୁତର ହେଲେ ଓଡ଼ିଶାର ଚର୍ଚ୍ଚିତ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ । ମଙ୍ଗୁଳି ଛକରେ ଟ୍ରକ୍‌କୁ ପଛରୁ ପିଟିଲା ସୁଧାକର ବସନ୍ତଙ୍କ କାର୍‌ । ଚଣ୍ଡୀଖୋଲ ପଟୁ କଟକ ଆଡ଼କୁ ଆସୁଥିଲା କାର୍‌ ।

ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କଲେ ଅଗ୍ନିଶମ ବାହିନୀ ।କାର୍‌ କାଟି ସୁଧାକର ବସନ୍ତଙ୍କୁ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ । ସୁଧାକର ବସନ୍ତଙ୍କ କାର୍‌ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି । ଗୁରୁତର ସୁଧାକର ବସନ୍ତଙ୍କୁ SCBରେ ଭର୍ତ୍ତି କରାଯାଇଥିବା ସୂଚନା ।

Get real time updates directly on you device, subscribe now.