fbpx

Breaking News: ଗାଁ ପୋଖରୀରେ ବୁଡ଼ି ଭାଇ-ଭଉଣୀଙ୍କର ମୃତ୍ୟୁ

ଯାଜପୁର: ଗାଁ ପୋଖରୀରେ ବୁଡ଼ି ଭାଇଭଉଣୀଙ୍କର ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି । ତେବେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ମଙ୍ଗଳପୁର ଥାନା କୂଳସାହି ଗାଁରେ । ତେବେ ଆଜି ଘର ପାଖ ପୋଖରୀ ନିକଟରେ ଖେଳୁଥିବା ସମୟରେ ଖେଳୁଥିବା ସମୟରେ ହଠାତ ଦୁଇଜଣଙ୍କର ଗୋଡ ଖସି ଯାଇଥିଲା । ଏହାପରେ ଦୁଇଜଣ ପୋଖରୀରେ ବୁଡ଼ିଯାଇଥିବା ଜଣାପଡ଼ିଛି । ତେବେ ମୃତ ଭାଇର ବୟସ ୩ ବର୍ଷ ହୋଇଥିବା ବେଳେ ଭଉଣୀର ବୟସ ୨ ବର୍ଷ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.