fbpx

ଓଲଟିଲା କାର୍, ବର କନିଆ ଗୁରତର

ସମ୍ବଲପୁର:ସମ୍ବଲପୁରରେ ସକାଳୁ ସକାଳୁ ଘଟିଯାଇଛି ଏକ ଦୁଖଦ ଘଟଣା । ବାହାଘର ପରେ ବର କନିଆଁଙ୍କୁ ଧରି ଫେରୁଥିବା ଏକ କାର୍ ଓଲଟି ପଡିଥିଲା । ଏଥିରେ ବର କନ୍ୟାଙ୍କ ସହିତ ଅନ୍ୟ ୪ ଜଣ ଗୁରୁତର ହୋଇ ସୋନପୁର ମେଡିକାଲ୍ ରେ ଭର୍ତ୍ତି ହୋଇଛନ୍ତି । ଭାରସାମ୍ୟ ହରାଇ କାର୍ ଟି ରାସ୍ତା କଡରେ ଓଲଟିପଡିଥିବା ଜଣାଯାଇଛି ।

Get real time updates directly on you device, subscribe now.