fbpx

ଜବରଦସ୍ତ ଅଫର୍ ଆଣିଲା BSNL:   ୪୦୦ ଟଙ୍କାରୁ କମ୍ ମୂଲ୍ୟରେ ବଢିଆ ପ୍ଲାନ୍ 

ଆଜିକାଲି ଇଣ୍ଟରନେଟ୍ ବ୍ୟବହାର ଠାରୁ ଆରମ୍ଭ କରି କଲ୍‌ କରିବା ଓ ଅନ୍ୟାନ୍ୟ ସୁବିଧା ପାଇଁ ଲୋକମାନେ ରିଚାର୍ଜ କରୁଛନ୍ତି । ସମସ୍ତ ଟେଲିକମ୍ କମ୍ପାନୀ ସେମାନଙ୍କ ଗ୍ରାହକଙ୍କୁ ନିଜର ହୋଇ ରଖିବା ପାଇଁ ଓ ଅନ୍ୟ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଦାନ କରଥାନ୍ତି । ଏଥିମଧ୍ୟରୁ ବାଦ୍‌ ପଡ଼ିନାହିଁ ବିଏସ୍‌ଏନ୍‌ଏଲ୍‌, ଯାହା ଗ୍ରାହକଙ୍କୁ କମ୍ ମୂଲ୍ୟରେ ଶସ୍ତା ବୌଧତା ରିଚାର୍ଜ ଯୋଜନା ଦବା ପାଇଁ ଆରମ୍ଭ କରିଛି । ୪୦୦ ଟଙ୍କାରୁ କମ୍ ମୂଲ୍ୟରେ କମ୍ପାନୀର ଏପରି ଏକ ବଡ଼ ଅଫର ଆଣିଛି । ଆସନ୍ତୁ ଜାଣିବା କଣ ଏହି ଅଫର ।

ବାସ୍ତବରେ, BSNL ଦ୍ବାରା 397 ଟଙ୍କାର (BSNL 397 ପ୍ଲାନ୍) ଏକ ଅଫର ଦେଉଛି । ଏହି ଅଫର ମାଧ୍ୟମରେ, ଗ୍ରାହକମାନେ ୧୫୦ ଦିନର ଅର୍ଥାତ୍ ୬ ମାସର ବୌଧତା ରିଚାର୍ଜ ପାଇ ପାରିବେ । ଏହି ଅଫର ହେଉଛି BSNLର ସବୁଠାରୁ ଭଲ ଅଫର ।

ଲାଭର ବିଷୟ କଥା ହେଉଛି, ଏହି ଅଫର ମାଧ୍ୟମରେ ଯେକୌଣସି ନେଟୱାର୍କରେ ସହିତ ଅସୀମିତ କଲ ସୁବିଧା ଉପଲବ୍ଧ ରହିଛି । ଏଥିପାଇଁ ପ୍ରତି ୬୦ ଦିନ ପରେ ଗ୍ରାହକଙ୍କୁ ରିଚାର୍ଜ କରିବାକ ପଡ଼ିବ । ଏଥିରେ ଅସୀମିତ ଡାଟା, କଲ ଓ ଦୌନିକ ୧୦୦ SMSର ସୁବିଧା ମଧ୍ୟ ଉପଲବ୍ଧ ରହିଛି ।

Get real time updates directly on you device, subscribe now.