fbpx

(Video) ବସ୍ ଓଲଟି ୧ ମୃତ ୨୫ ଆହତ: ଭୁବନେଶ୍ୱରରୁ ଯାଉଥିଲା ଅସ୍ତରଙ୍ଗ

ପିପିଲି ଟୋଲଗେଟ୍ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍ । ବସ୍ ଓଲଟି ପଡ଼ିବାରୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ରୁ ଅଧିକ ଆହତ ହୋଇଛନ୍ତି ।

ସୂଚନା ଅନୂଯାୟୀ, ଘରୋଇ ବସ ସାରଳା ଭୁବେନଶ୍ୱରରୁ ଅସ୍ତରଙ୍ଗ ଯାଉଥିବା ସମୟରେ ପିପିଲି ଟୋଲ ଗେଟ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ରୁ ଅଧକ ଯାତ୍ରୀ ଆହତ ହୋଇଛନ୍ତି ।

Get real time updates directly on you device, subscribe now.