fbpx
BJD
BJD SKY
BJD SKY

ବଢିଲା ବସ୍ ଭଡା; ଜାଣନ୍ତୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : କରୋନା ଲକଡାଉନକୁ ଆଂଶିକ କୋହଳ କରାଯିବା ସହିତ ୨୦ଟି ଜିଲ୍ଲାରେ ଆରମ୍ଭ ହୋଇଛି ବସ୍ ସେବା । ବସ ସେବା ଆରମ୍ଭ ହେବା ସହିତ ସ୍ୱୟଂକ୍ରିୟ ଭାବରେ ବସ୍ ଭଡା ବଢିଯାଇଛି । ବର୍ଦ୍ଧିତ ବସ ଭଡା ଅନୁଯାୟୀ ସାଧାରଣ ଓ ଏକ୍ସପ୍ରେସ୍ ବସସେବା ୪ ପଇସା ମହଙ୍ଗା ହୋଇଛି । ଡିଲକ୍ସ ଓ ଏସି ଡିଲକ୍ସ ବସର ଭଡା ୮ ପଇସା ବଢିଥିବା ବେଳେ ସୁପର ପ୍ରିମିୟମ୍ ବସ୍ ଭଡା ୧୨ ପଇସା ବଢିଛି । ଏହି ବସ୍ ଭଡା ବୃଦ୍ଧି ଶୁକ୍ରବାର ଠାରୁ କରାଯାଇଥିବା ଘୋଷଣା କରାଯାଇଛି ।

Get real time updates directly on you device, subscribe now.