fbpx

ବାଇକକୁ ଧକ୍କା ଦେଲା ବରଯାତ୍ରୀ ବସ୍‌, ଜଣେ ମୃତ

Advertisement

କୋଣାର୍କ: କୋଣାର୍କ ଭଗବତୀ କଲେଜ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ବରଯାତ୍ରୀ ବସ୍ । ଘଟଣାସ୍ଥଳରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଏବଂ ଅନ୍ୟଜଣେ ଆହତ ହୋଇଥିବା ଜଣାପଡ଼ିଛି । ଉଭୟ ମୃତାହତ କାକଟପୁର ନାଶିକେଶ୍ୱରର ଏବଂ ସେମାନେ ବରଯାତ୍ରୀଙ୍କ ସହ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଆସିଥିଲେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.