fbpx

Big Breaking: ଅକ୍ଟୋବର ୧୦ରେ ସାରା ରାଜ୍ୟରେ ବସ୍ ଧର୍ମଘଟ

ଭୁବନେଶ୍ୱର: ସମଗ୍ର ରାଜ୍ୟରେ ଅକ୍ଟୋବର ୧୦ ତାରିଖ ଦିନ ବସ୍ ଧର୍ମଘଟ ହେବା କଥା ସାମ୍ନାକୁ ଆସିଛି । ଏହି ଧର୍ମଘଟ ନେଇ ବସ୍ ମାଲିକ ସଂଘ ବୈଠକରେ ନିଷ୍ପତ୍ତି ନେଇଛନ୍ତି । ଅକ୍ଟୋବର ୨ ତାରିଖରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବସ୍ ବନ୍ଦ ରହିବ ।

ସୂଚନା ଅନ୍ୟୁାୟୀ, ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଧର୍ମଘଟ ହେବ । କୁହାଯାଉଛି ଯେ, ଅକ୍ଟୋବର ୨ ତାରିଖରେ ମାଲକାନଗିରିରୁ ଲକ୍ଷ୍ମୀ ଯୋଜନା ଆରମ୍ଭ ହେଉଥିବାରୁ ବସ୍ ବନ୍ଦ ରହିବ । ଏହି ଧର୍ମଘଟ ହେବା ଦ୍ୱାରା ରାଜ୍ୟରେ ଅକ୍ଟୋବର ୧୦ ତାରିଖ ଦିନ ବସ ଚଳାଚଳ ବନ୍ଦ ରହିବ ।

Get real time updates directly on you device, subscribe now.