fbpx

ବିଚ୍ ରାସ୍ତାରେ ବ୍ୟବସାୟୀଙ୍କୁ ଗୁଳିମାଡ଼

କଟକ(ଓଡ଼ିଶା ଭାସ୍କର): ବ୍ୟବସାୟୀଙ୍କୁ ବିଚ୍ ରାସ୍ତାରେ ଗୁଳିମାଡ଼ । କଟକ ସହର ଉପକଣ୍ଠ କନ୍ଦରପୁର ଥାନା ଅଥଙ୍ଗା ନିକଠରେ ହୋଇଛି ଏହି ଗୁଳିକାଣ୍ଡ । ଗୋଟିଏ ବାଇକରେ ଆସିୁ ଗୁଳିମାଡ଼ କରିଥିଲେ ୨ ଦୁର୍ବୃତ୍ତ । ଏହି ଗୁଳିମାଡ଼ରେ ବ୍ୟବସାୟୀଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାଙ୍କୁ ତୁରନ୍ତ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ସେପଟେ ଲୁଟ୍ ନେଇ କୌଣସି ସ୍ପଷ୍ଟ ହୋଇନି । କିନ୍ତୁ ଲୁଟ ପାଇଁ ବ୍ୟବସାୟୀଙ୍କୁ ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାକୁ ନେଇ ପୋଲିସର ଛାନଭିନ୍ ଜାରି ରହିଛି ।

Get real time updates directly on you device, subscribe now.