fbpx

Flipkart କିମ୍ବା Amazon ନୁହେଁ, ଏହି ସାଇଟରୁ କିଣିପାରିବେ ଶସ୍ତାରେ AC, ମିଳୁଛି ବମ୍ପର ଡିସ୍କାଉଣ୍ଟ

Advertisement

ଖରାଦିନେ ଅନେକ ଲୋକଙ୍କୁ ଏସିରେ ବସିବାକୁ ଭଲଲାଗେ । କିନ୍ତୁ ଅଧିକ ଦାମ୍ ଯୋଗୁଁ ହୁଏତ କିଣିବାକୁ ପଛେଇବାକୁ ପଡ଼େ । ଏମିତିରେ ପ୍ରଶ୍ନ ଉଠୁଛି ଯେ କମ୍ ଦାମରେ କେଉଁଠାରୁ ଏସି କିଣିବେ? ଫ୍ଲିପକାର୍ଟ ଏବଂ ଆମାଜନ ବ୍ୟତୀତ ଅନ୍ୟ ଇ-କମର୍ସ ୱେବସାଇଟରେ ମଧ୍ୟ ଅଫର ଦିଆଯାଉଛି । ତେବେ ଏହି ୱେବସାଇଟ ହେଉଛି TaTa Croma । ଟାଟା କ୍ରୋମାରେ ଅପଫ୍ରଣ୍ଟ ସାଧାରଣ ଡିସ୍କାଉଣ୍ଟ ବ୍ୟତୀତ ଅନ୍ୟ ବ୍ୟାଙ୍କ ଅଫର ମଧ୍ୟ ଦିଆଯାଉଛି । ଆଇସିଆଇସିଆଇ, ଏସବିଆଇ ଏବଂ ଏଚଡିଏଫସି ବ୍ୟାଙ୍କର କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ ବ୍ୟତୀତ କ୍ରେଡିଟ୍ କାର୍ଡ ଇଏମଆଇରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ଇନଷ୍ଟାଣ୍ଟ ଡିସ୍କାଉଣ୍ଟ ଦିଆଯାଉଛି ।

Croma ୧.ଟନ୍ ଷ୍ଟାର ଇନଭରଟର ସ୍ପ୍ଲିଟ ଏସି

କ୍ରୋମା ୧.୫ ଟନ୍ ୩ ଷ୍ଟାର ଇନଭରଟର ସ୍ପ୍ଲିଟ ଏସିକୁ ବେଶ୍ ଶସ୍ତାରେ ମିଳୁଛି । ଏହି ସାଇଟରେ ୩୧,୯୯୦ ଟଙ୍କା ରହିଛି । ଏହା ଛଡ଼ା ଆପଣ ବ୍ୟାଙ୍କ ଅଫର ସହ ୩୦୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଡିସ୍କାଉଣ୍ଟ ମଧ୍ୟ ପାଇପାରିବେ ।

Voltas କ୍ଲାସିକ ୧.ଟନ୍ ଷ୍ଟାର ଇନଭରଟର ସ୍ପ୍ଲିଟ୍ ଏସି

ଲ୍ଟାସ କ୍ଲାସିକ ୧.୫ ଟନ୍ ୩ ଷ୍ଟାର ଇନଭରଟର ସ୍ପ୍ଲିଟ୍ ଏସି କୁ ୱେବସାଇଟରେ ୩୭,୯୯୦ ଟଙ୍କା ରହିଛି । କିନ୍ତୁ ଆପଣ ଏହାକୁ ନିର୍ଦ୍ଧିଷ୍ଟ ବ୍ୟାଙ୍କ କାର୍ଡ ସହ ଅତିରିକ୍ତ ୩୦୦୦ ଟଙ୍କା ପର୍ଯ୍ୟନ୍ତ୍ୟ ଡିସ୍କାଉଣ୍ଟ ପାଇପାରିବେ । ଏହାର କମ୍ପ୍ରେସର ଉପରେ ୧୦ ବର୍ଷର ୱାରେଣ୍ଟୀ ମଧ୍ୟ ରହିଛି ।

Croma ୧.ଟନ୍ ଷ୍ଟାର ୱିଣ୍ଡୋ ଏସି

କ୍ରୋମା  ୧.୫ ଟନ୍ ୩ ଷ୍ଟାର ୱିଣ୍ଡୋ ଏସିରେ ମଧ୍ୟ କମ୍ପାନୀ ଡିସ୍କାଉଣ୍ଟ ଦେଉଛି । ଏହାର କମ୍ପ୍ରେସର ଉପର ୫ ବର୍ଷର ୱାରେଣ୍ଟୀ ରହିଛି । ଏହାକୁ ୱେବସାଇଟରେ ୨୯,୯୯୦ ଟଙ୍କା ଲିଷ୍ଟ କରାଯାଇଥିବାବେଳେ । ଆପଣ ବ୍ୟାଙ୍କ ଅଫର ଦ୍ୱାରା ଅତିରିକ୍ତ ଡିସ୍କାଉଣ୍ଟ ପାଇପାରିବେ ।

Voltas ୧.ଟନ୍ ଷ୍ଟାର ଇନଭରଟର ୱିଣ୍ଡୋ ଏସି

ଯଦି ଆପଣ ଏକ ୫ ଷ୍ଟାର ୱିଣ୍ଡୋ ଏସି ଲଗାଇବାକୁ ଚାହୁଛନ୍ତି ତେବେ ଆପଣ ଭୋଲ୍ଟାସ ୧.୫ ଟନ୍ ୫ ଷ୍ଟାର ଇନଭରଟର ୱିଣ୍ଡୋ ଏସି ନେଇପାରିବେ । ଏହା ୩୬,୪୯୦ ଟଙ୍କା ଲିଷ୍ଟ ହୋଇଥିବାବେଳେ । ବ୍ୟାଙ୍କ ଅଫରର ଅତିରିକ୍ତ ଡିସ୍କାଉଣ୍ଟ ମିଳିବ ।

Get real time updates directly on you device, subscribe now.