fbpx

ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୫୦ % ଉର୍ଦ୍ଧ୍ବ ମତଦାନ

ସରିଛି ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ । ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଭୋଟ ଦେବା ପାଇଁ ସମୟ ଥିବାବେଳେ । ତାଜା ସୂଚନା ଅନୂଯାୟୀ ସୁଦ୍ଧା ସନ୍ଧ୍ୟା ୫ଟା ସୁଦ୍ଧା ୫୦ %ରୁ ଅଧିକ ମତଦାନ ହୋଇଛି । ତେବେ ଆଗାମୀ ସମୟରେ ନିର୍ବାଚନ କମିଶନ ସଂପୂର୍ଣ୍ଣ ମତଦାନ ନେଇ ସୂଚନା ଦେବେ ।

ସୂଚନାଯୋଗ୍ୟ, ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁବାର ଭୋଟ ଗ୍ରହଣ ହୋଇଛି । ୩ ମହାନଗର ନିଗମ, ୪୭ ମ୍ୟୁନିସପାଲିଟି, ୫୯ ଏନଏସି ପାଇଁ ମତଦାନ ହୋଇଛି । ମତଦାନ ପାଇଁ ସାରା ରାଜ୍ୟରେ ୧୯୫ ପ୍ଳାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।

Get real time updates directly on you device, subscribe now.