fbpx

Ola-Uber ସହ ପ୍ରତିଦ୍ୱନ୍ଦିତା କରିବା ପାଇଁ କ୍ୟାବ୍ ଡ୍ରାଇଭର ଲଞ୍ଚ କଲେ ନିଜସ୍ୱ ଆପ୍

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା ଏବଂ ବେଙ୍ଗାଳୁରୁ ଭଳି ମେଟ୍ରୋ ସହରରେ ଅଧିକାଂଶ ଓଲା- ଉବର କ୍ୟାବ୍ ଦେଖିବାକୁ ମିଳିଥାଏ । ସୁବିଧା ଜନକ ଯାତାୟାତ ପାଇଁ କିଛି ଲୋକମାନେ କ୍ୟାବ୍ ବୁକ୍ କରିଥାନ୍ତି ।
ଏଭଳି ଏକ ନିଆରା ବିଚାରଧାରା ନେଇ Peak Bengaluruରେ ଜଣେ ଅଟୋ ଚାଳକ ନିଜସ୍ୱ ଏକ ରାଇଡ୍ ଶେୟାରିଂ ଆପ୍ ଲଞ୍ଚ କରିଛନ୍ତି । Peak Bengaluru ହେଉଛି ଏକ IT ହବ୍ ଯେଉଁଠି ବିଚିତ୍ର କଥା ଶୁଣିବାକୁ ଓ ଦେଖିବାକୁ ମିଳିଥାଏ । ତେବେ ଆସନ୍ତୁ ଜାଣିବା ତାଙ୍କର ଏହି ନିଆରା ଆପ୍ ବିଷୟରେ । ଏହି ରାଇଡ୍ ଶେୟାରିଂ ଆପର ନିର୍ମାତା ଲୋକେଶଙ୍କ କହିବାନୁଯୟୀ ପୂର୍ବରୁ ଏହି ଆପରେ ୬୦୦ରୁ ଉର୍ଦ୍ଧ୍ୱ ଡ୍ରାଇଭର ଜୋଡ଼ି ହୋଇଥିଲେ । ବର୍ତ୍ତମାନ ଆଇ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ନିଜ ଆପ(iOS)ଲଞ୍ଚ କରିଛନ୍ତି ଯେଉଁଥିରେ କମ୍ପାନୀର ୱେବସାଇଟ୍‌, ଗ୍ରାହକ ସେବା ନମ୍ବର ଓ ଇ-ମେଲ ସୁବିଧା ଉପଲବ୍ଧ ରହିଛି ।

Get real time updates directly on you device, subscribe now.